ହସ୍ପିଟାଲ ବାହାରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ , ୨ଗୁରୁତର
ବ୍ୟୁରୋ: ସିଲିଣ୍ଡର ଫାଟି ବଡ ଧରଣର ଦୁର୍ଘଟଣା ।ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲ ବାହାରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ବାଲାଗଞ୍ଜ ଛକ ନିକଟରେ ଏକ ଘରୋଇ ହସ୍ପିଟାଲ ରହିଛି ଯେଉଁଡିକି ଫରିଦିପୁରସ୍ଥିତ…
Read More...
Read More...