Browsing Tag

OSSTET-2025

ଜାନୁଆରୀ ୨୧ ତାରିଖରେ ହେବ OSSTET-୨୦୨୫, ୧୦ରୁ ଡାଉନ୍‌ଲୋଡ୍ କରିହେବ ଆଡମିଟ୍ କାର୍ଡ

ଭୁବନେଶ୍ଵର: ଜାନୁଆରୀ ୨୧ ତାରିଖରେ ହେବ OSSTET-୨୦୨୫ । OSSTET- ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ । ଗୋଟିଏ ସିଟିଂରେ ହେବ ପେପର-୧ ଓ ପେପର-୨ ପରୀକ୍ଷା । ସକାଳ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ରେ ସରିବ । ଜାନୁଆରୀ ୧୦ରୁ ୱେବସାଇଟରୁ ଡାଉନ୍‌ଲୋଡ୍ କରିହେବ…
Read More...

ଆସନ୍ତା ଜାନୁଆରୀ ୨୦ରେ OSSTET- ୨୦୨୫ ପରୀକ୍ଷା

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨୦ରେ OSSTET- ୨୦୨୫ ପରୀକ୍ଷା ଅନୁଷ୍ଠିତ ହେବ। ପେପର-୧ ସକାଳ ୯ରୁ ସାଢ଼େ ୧୧ ଯାଏ ଚାଲିବ। ଅପରାହ୍ନ ୨ରୁ ୪ଟା ୩୦ ପେପର-୨ ପରୀକ୍ଷା ହେବ। ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଆବେଦନ କରି ପାରିବେ ଆଶାୟୀ। ୨୦୨୬ ଜାନୁଆରୀ ୧୦ ପରଠାରୁ…
Read More...