ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାର ମାଷ୍ଟର ମାଇଣ୍ଡ ଗିରଫ
ବାଲେଶ୍ୱର: ଗିରଫ ହେଲା ଓଏସଏସସି ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ ମାମଲାର ମାଷ୍ଟର ମାଇଣ୍ଡ । ବିହାରରୁ ମୁଖ୍ୟ ଅଭିଯୁକ୍ତକୁ ବାଲେଶ୍ୱର ପୋଲିସ ଗିରଫ କରିଥିବା ବେଳେ ଏବେ ୭ଜଣଙ୍କୁ ଗିରଫ କରିଛି । ପୂର୍ବରୁ ଏହି ମାମଲାରେ ଜଣେ ମହିଳାଙ୍କ ସମେତ ୯ଜଣଙ୍କୁ ଗିରଫ କରିଥିଲା ପୋଲିସ ।…
Read More...
Read More...