ବୌଦ୍ଧ- କନ୍ଧମାଳ ସୀମାନ୍ତରେ OSRTCବସ ଦୁର୍ଘଟଣାଗସ୍ତ; ୧୫ ଆହତ
ଫୁଲବାଣୀ: ବୌଦ୍ଧ- କନ୍ଧମାଳ ସୀମାନ୍ତରେ OSRTC ବସ ଦୁର୍ଘଟଣାଗସ୍ତ । ଭାରସାମ୍ୟ ହରାଇ ଘାଟିରେ ଓଲଟି ଘଟିଛି ଦୁର୍ଘଟଣା। ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ବେଳେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ OSRTC ବସଟି ଫୁଲବାଣୀରୁ ଅନୁଗୋଳ ଅଭିମୁଖେ…
Read More...
Read More...