ଓସ୍ଡମାକୁ ଜାତୀୟ ସ୍ୱୀକୃତି; ପ୍ରଧାନମନ୍ତ୍ରୀଙ୍କଠାରୁ ଆପଦା ପ୍ରବନ୍ଧନ ପୁରସ୍କାର ଗ୍ରହଣ କଲେ ରାଜସ୍ୱ ମନ୍ତ୍ରୀ
ନୂଆଦିଲ୍ଲୀ : ଓଡିଶାକୁ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ଦେଲେ ପ୍ରଧାନ ମନ୍ତ୍ରୀ | ଦେଶରେ ବେଶ ପ୍ରଶଂସା ପାଉଛି ଓଡିଶା | କାରଣ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦେଶରେ ସବୁଠୁ ଆଗରେ | ଏଥିପାଇଁ ଅନେକ ପ୍ରଶଂସା କରିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ହେଉଛକି ବନ୍ୟା…
Read More...
Read More...