Browsing Tag

oscar

ଓସ୍କାର ପ୍ରବେଶ କଲା ମାଲାଆଲମ ଫିଲ୍ମ ‘୨୦୧୮ ଏଭ୍ରିୱାନ ଇଜ ଏ ହିରୋ’

ଓସ୍କାର ଆୱାର୍ଡ ୨୦୨୪ରେ ବାଜି ମାରିଛି ମାଲାୟାଲମ ଫିଲ୍ମ । ଭାରତ ପକ୍ଷରୁ ‘୨୦୧୮ ଏଭ୍ରିୱାନ ଇଜ ଏ ହିରୋ’ ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଛି । ଫିଲ୍ମଟି ୨୦୧୮ ମସିଆରେ କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଉପରେ ଆଧାରିତ । ଏହି ଫିଲ୍ମରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ମାନବର ବିଜୟ…
Read More...

ବୋମାନ୍ ଓ ବେଲିଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍

ଭାରତୀୟ ଡୁକ୍ୟୁଫିଲ୍ମ ଓସ୍କାର ସମ୍ମାନରେ ସମ୍ମାନିତ ହୋଇଛି ।ଏହି ସମ୍ମାନରେ ପୁରସ୍କୃତ ହୋଇଥିବା ଭାରତୀୟ ଡାକ୍ୟୁ ଫିଲ୍ମ ‘ ଦି ଏଲିଫ୍ୟାଣ୍ଟ ହ୍ୱିସପର୍ସ’ ଟି ଦୁଇ ବୃଦ୍ଧ ଦମ୍ପତି ବୋମାନ ଓ ବେଲିଙ୍କ ଛପରେ ଆଧାରିତ । ଛୁଆ ହାତୀ ‘ରଘୁ’ ସହିତ ତାଙ୍କର ବନ୍ଧନ ସମ୍ପର୍କରେ ଲହି ଫିଲ୍ମରେ…
Read More...

‘ଓସ୍କାର’କୁ ଗଲା ଭାରତୀୟ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ରାଇଟିଂ ୱିଥ୍ ଫାୟାର୍’

ନୂଆଦିଲ୍ଲୀ: ଫିଲ୍ମ ଜଗତର ସବୁଠାରୁ ପ୍ରତିଷ୍ଠିତ ଆୱାର୍ଡ ହେଉଛି ଓସ୍କାର ଆୱାର୍ଡ । ପ୍ରତି ବର୍ଷ ଫିଲ୍ମ ଜଗତ ସହ ଜଡିତ ଲୋକେ ଓସ୍କାର ଆୱାର୍ଡର ନମିନେସନ୍ସ ପାଇଁ ଅପେକ୍ଷା କରି ରହିଥାନ୍ତି । ଓସ୍କାର-୨୦୨୨ର ନମିନେସନ୍ ଲିଷ୍ଟ ସାମ୍ନାକୁ ଆସିଛି। ଚଳିତଥର ଓସ୍କାରରେ ଏଣ୍ଟ୍ରି କରିଛି ଏକ…
Read More...