ଭାରତର ସବୁଠୁ ଲୋକ ପ୍ରିୟ ଖେଳାଳି : ପ୍ରଥମରେ କୋହଲି, ଦ୍ୱିତୀୟରେ ଧୋନି
ନିକଟରେ ଓରମ୍ୟାକ୍ସ ମିଡିଆ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । କିଏ ଭାରତରେ ସବୁଠୁ ଅଧିକ ଲୋକପ୍ରିୟ କ୍ରୀଡ଼ାବିତ ? ତେବେ ଏହି ତାଲିକାରେ ଲୋକପ୍ରିୟତାରେ କ୍ରିକେଟର ବିରାଟ କୋହଲି ପ୍ରଥମରେ ଅଛନ୍ତି । ବିରାଟ ତାଙ୍କ ଫିଟନେସ୍ ଏବଂ ଖେଳ ପାଇଁ କେବଳ ଭାରତ ନୁହେଁ ବିଶ୍ୱରେ ସେ ବେଶ ଲୋକପ୍ରିୟତା…
Read More...
Read More...