Browsing Tag

Operation Sindur

‘ଅପରେସନ ସିନ୍ଦୁର’ କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର-: ପହଲଗାମ ଆକ୍ରମଣ ପରେ ଭାରତ 'ଅପରେସନ ସିନ୍ଦୁର' ମାଧ୍ୟମରେ ପାକିସ୍ତାନ ଉପରେ ଉଚିତ୍ ପ୍ରତିଶୋଧ ନେଇଛି । ପାକିସ୍ତାନ ଏବଂ ପିଓକେ ଉପରେ ଆକ୍ରମଣ କରି ୯ଟି ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଦେଇଛି ଭାରତ । ତେବେ ଭାରତୀୟ ସେନାର ’ଅପରେସନ ସିନ୍ଦୁର’କୁ ନେଇ ପ୍ରତିକ୍ରିୟା ରଖିଛନ୍ତି…
Read More...