Browsing Tag

ONION PRICE HIKE

ଓଡ଼ିଶାରେ ପିଆଜ ଦର ବୃଦ୍ଧି, କିଲୋ ପିଛା ୬୦-୭୦ ଟଙ୍କା ଛୁଇଁଲା ଦର

ଓଡ଼ିଶାରେ ପିଆଜ ଦର ପୁଣି ବଢ଼ିବାରେ ଲାଗିଛି। ଭୁବନେଶ୍ୱରରେ ପିଆଜର ଖୁଚୁରା ମୂଲ୍ୟ ୬୦ ଟଙ୍କାରେ ପହଞ୍ଚିଛି। କେତେକ ଦୋକାନରେ ପିଆଜ ପିଛା ୭୦ ଟଙ୍କା କିଲୋଗ୍ରାମରେ ବିକ୍ରି ହେଉଛି। ଭୁବନେଶ୍ୱରର ହୋଲସେଲ ବଜାରରେ ପୂର୍ବରୁ କିଲୋଗ୍ରାମରେ ୨୦-୨୨ ଟଙ୍କାରେ ବିକ୍ରି ହେଉଥିବା ପିଆଜ ବର୍ତ୍ତମାନ…
Read More...

ପରିବା ବଜାରରେ ପିଆଜର ଦର ବୃଦ୍ଧି ; କେଜି ପିଛା ୨୫ଟଙ୍କାରେ ପାଇବେ ଗ୍ରାହକ

ଓଡିଶା: ହୁ ହୁ ହୋଇ ବଢିବାରେ ଲାଗିଛି ପିଆଜ ଦର । ଟମାଟୋ ଦର ପରେ ଏବେ ପରିବା ବଜାରରେ ପିଆଜର ଦର ବୃଦ୍ଧି ହେବାରେ ଲାଗିଛି । ଏନେଇ ଚିନ୍ତାରେ ଖାଉଟି । ଆଗରୁ ୨୦ରୁ ୨୫ ଟଙ୍କା କେଜିରେ ପିଆଜ ବଜାରରେ ମିଳିଯାଉଥିବା ବେଳେ ଏବେ ୩୫ରୁ ୪୦ଟଙ୍କା ଦରରେ ପିଆଜର ବିକ୍ରି ହେଉଛି । ଗତ ବର୍ଷ ମଧ୍ୟ…
Read More...