ୱାନସାଇଡ ଲଭ କରି ଛେଚା ଖାଇଲେ ବିବାହିତ ଯୁବକ
ବାଙ୍କୀ: ଏକତଫା ପ୍ରେମ କରି ଛେଚା ଖାଇଲେ ବିବାହିତ ଯୁବକ । ଏପରି ଏକ ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗାଁରେ । ଜଣେ ଅଙ୍ଗନୱାଡ କର୍ମୀଙ୍କୁ ପ୍ରେମ ନିବେଦନ କରିବାରୁ ଯୁବକଙ୍କୁ ଗାଁଲୋକ କାନ ଧରି ଉଠ୍ ବସ୍ କରାଇବା ସହ ନିର୍ଧୁମ ଛେଚିଥିଲେ ।
ସୂଚନା ଅନୁସାରେ ,…
Read More...
Read More...