Browsing Tag

One dead in an elephant attack

କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର/ ବିଜୟ କୁମାର କାରୁଆ: ହାତୀ ଆକ୍ରମଣରେ ଜଣେ ମୃତ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ବନପାଳ ଅଞ୍ଚଳରେ ।  ମୃତକ ଜଣକ କଟାବେଡ଼ା ଗ୍ରାମର କ୍ଷୀରୋଦ ମହାନ୍ତ ବୋଲି ଜଣାପଡିଛି। ତେବେ ସାହାରପଡା ବନବିଭାଗ ଅନ୍ତର୍ଗତ କଟାବେଡା ଗ୍ରାମ ଜଙ୍ଗଲ ନିକଟରେ…
Read More...