Browsing Tag

omm prakash misra

ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର :   ତରଭା ବ୍ଲକ ଅନ୍ତର୍ଗତ ଚାରଭଟା ଗ୍ରାମ ପଞ୍ଚାୟତର ସିଆଡୁଲି ଗ୍ରାମରେ ଜନ ସମର୍କ ଶିବିର  ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ…
Read More...

ଭୁବନେଶ୍ୱରରେ ଉଦଘାଟିତ ହେଲା ସୁବର୍ଣ୍ଣାଶ୍ରୀ ଙ୍କର ଭବ୍ୟ ଶୋ-ରୁମ 

ସୁବର୍ଣ୍ଣପୁର/ ଓମ ପ୍ରକାଶ ମିଶ୍ର :  ସୁବର୍ଣ୍ଣପୁରର  ଗୌରବମୟ କଳା ଓ ହସ୍ତ ଶିଳ୍ପର ଉତ୍ତରାଧିକାରୀ ହିସାବରେ ସୁବର୍ଣ୍ଣା ଶ୍ରୀ  ଆଉ ଗୋଟିଏ ପାହାଚ ଚଢିଛନ୍ତି  । ତାଙ୍କର  ଉତ୍ତମ ଗୁଣବତ୍ତାର ଉତ୍ପାଦ ସହ ଜିଲ୍ଲାର ବୟନ ହସ୍ତ ତନ୍ତ ଓ ହସ୍ତ କଳାର ନୂତନ ସମ୍ଭାରରେ ବମକାଇଁ, ବାନ୍ଧ…
Read More...