Browsing Tag

omg-2

ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଂଠନର ଇଙ୍ଗ ଘୋଷଣା ; ଅକ୍ଷୟଙ୍କୁ ଚାପୁଡା ମାରିଲେ ୧୦ ଲକ୍ଷ ପୁରସ୍କାର

ଅକ୍ଷୟ କୁମାରଙ୍କ ଅଭିନୀତ ବଲିଉଡ ଫିଲ୍ମ ଙଗଏ-୨ ଶୁକ୍ରବାର ରିଲିଜ ହୋଇଛି । ଫିଲ୍ମଟି ରିଲିଜ ହେବାପରଠାରୁ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ଫିଲ୍ମଟି ଆସିବା ଆଗରୁ ବହୁ ବିବାସ ଦେଖିବାକୁ ମିଳିଥିଲା । ଏବେ ଫିଲ୍ମକୁ ନେଇ ଆଗ୍ରାର ଏକ ହିନ୍ଦୁ ସଙ୍ଗଠନ ରାଷ୍ଟ୍ରୀୟ ହିନ୍ଦୁ…
Read More...

କମେଡି vs ଆକ୍ସନ : କିଏ କରୁଛି କମାଲ?

ମୁମ୍ବାଇ : କମେଡି vs ଆକ୍ସନ । ଦୁଇଟି ପାର୍ଟ ଟୁ, ଦୁଇଟି ବହୁ ପ୍ରତିକ୍ଷିତ ଫିଲ୍ମ । ଏବର୍ଷର ଦୁଇଟି ମୋଷ୍ଟ ଆୱେଟେଡ୍ ଫିଲ୍ମ ରିଲିଜ୍ ହୋଇଛି । ପରଦାକୁ ଆସିଛି ସନ୍ନି ପାଜିଙ୍କ ଗଦରର ସିକ୍ୱେଲ୍ ଗଦର ପାର୍ଟ-୨ । ପୁଣି ଥରେ ପାକିସ୍ତାନ ଯାଇ ତାରା ସିଂହ ମଚାଇଛନ୍ତି ଗଦର । ଭାଙ୍ଗିଛନ୍ତି,…
Read More...

ଗୋଟେ ଦିନରେ ଗଦର-୨ OMG-୨ ରିଲିଜ

ଆଜି ସୁପର ଫ୍ରାଇଡେ । ରିଲିଜ ହେଇଛି ବଲିଉଡର ଦୁଇ ବହୁପ୍ରତିକ୍ଷିତ ଫିଲ୍ମ । ୨୧ ବର୍ଷପରେ ଗଦର ସ୍ୱିକେଲରେ ନଜର ଆସିଛନ୍ତି ସନ୍ନି ଦେଓଲ । ସେହିପରି ଅକ୍ଷୟ କୁମାରଙ୍କୁ ମହାଦେବ ଅବତାରରେ ଙଗଏ ୨ରେ ଦେଖିବେ ଦର୍ଶକ । ଦୁଇଟି ମୋଷ୍ଟ ଆୱେଡେଡ ଫିଲ୍ମ ରିଲିଜ ହୋଇଛି । ଗଦର ପାର୍ଟ-୨ରେ ପୁଣି ଥରେ…
Read More...

ବିବାଦରେ ଫସିଲା OMG-୨; ଅଭିଯୋଗ ଆଣିଲେ ମହାକାଳଙ୍କ ପୂଜକ

ବ୍ୟୁରୋ: ବିବାଦରେ ଫଶିଲା OMG -୨ା ଟ୍ରେଲର ରଲିଜ ପରେ ଏହାର କିଛି ସିନକୁ ନେଇ ଆପତ୍ତି କରିଛନ୍ତି ମହାକାଳଙ୍କ ପୂଜକ । ଟ୍ରେଲରର ଏକ ଦୃଶ୍ୟରେ ଅକ୍ଷୟ କୁମାରଙ୍କୁ ଶିବଙ୍କ ବେଶ ଭୂଷାରେ ଦେଖିବାକୁ ମିଳିଛି । ସେ ବଜାରରେ ବୁଲି କଚୋରୀ କିଣୁଥିବାର ଦୃଶ୍ୟକୁ ଗ୍ରହଣ କରିପାରୁନାହାଁନ୍ତି…
Read More...

OMG-2 ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ଙ୍କୁ ମହାକାଳ ପୂଜାରୀଙ୍କ ଚେତାବନୀ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଚଳଚିତ୍ର OMG-2 ରେ ଲାଗିଲା ରୋକ । OMG-2 ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ଚେତାବନୀ ଦେଲେ ମହାକାଳଙ୍କ ପୂଜକ । OMG-2 ଚଳଚିତ୍ରର ଟିଜର୍ ଜୁଲାଇ୧୧ ରିଲିଜ୍ ହୋଇଥିଲା। ଏହି ଚଳଚିତ୍ରରେ ଅକ୍ଷୟ କୁମାର ଲମ୍ବା ଜଟା ସହ ମଥାରେ ଭଷ୍ମ…
Read More...