Browsing Tag

Omfed milk

ଓମଫେଡ ଲିଟର ପିଛା 4 ଟଙ୍କା ବୃଦ୍ଧି

ଓମଫେଡ ଲିଟର ପିଛା 4 ଟଙ୍କା ବୃଦ୍ଧି | ଆଗରୁ ଯେତିକି ଥିଲା ଲିଟର ପିଛା 2 ଟଙ୍କା ବୃଦ୍ଧି ହୋଇଛି । ଚାଷୀଙ୍କ ହିତ ପାଇଁ ଦର ବୃଦ୍ଧି ହୋଇଛି | ଏଥିରୁ ଚାଷୀଙ୍କୁ 1 ଟଙ୍କା ସପୋର୍ଟ କରାଯିବ | ଯେହେତୁ ବର୍ତ୍ତମାନ ପ୍ରକ୍ରିୟା କରଣ, ପରିବହନ ପାଇଁ ଅଧିକ ଖର୍ଚ୍ଚ ହେଉଛି ସେଥିପାଇଁ ଦର ବୃଦ୍ଧି…
Read More...

ବଢିଲା ଓମଫେଡ କ୍ଷୀର ଦର, ଚିନ୍ତାରେ ଖାଉଟି   

ଭୁବନେଶ୍ୱର: ବଢିଲା ଓମଫେଡ୍ କ୍ଷୀର ଦର  । ଓମଫେଡ୍ ଲିଟର ପ୍ରତି ଦାମ୍ ବୃଦ୍ଧି ହୋଇଛି  । ବଜାରକୁ ଆସିଲା ଓମଫେଡ୍ ର ନୂଆ ଦର  । ଉଭୟ ପ୍ରିମିୟମ୍ ଓ ଟୋନ୍ଡ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି ହୋଇଛି  । ସେହିପରି ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି  । ଏନେଇ ଓମଫେଡ୍ ପକ୍ଷରୁ ସୂଚନା…
Read More...

ପ୍ୟାକେଟ ପିଛା ୨ ଟଙ୍କା ବୃଦ୍ଧି, ଏପ୍ରିଲ ପହିଲାରୁ ଲାଗୁ ହେବ

ଭୁବନେଶ୍ୱର: ଓମଫେଡ୍ କ୍ଷୀର ଦାମ ବୃଦ୍ଧି କରିଛନ୍ତି ଓମଫେଡ୍ କର୍ତୃପକ୍ଷ । ପ୍ୟାକେଟ ପିଛା ବା ଅଧ ଲିଟର କ୍ଷୀରର ଦାମ ୨ ଟଙ୍କା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଦର ଆସନ୍ତା ଏପ୍ରିଲ ଏକ ତାରିଖରୁ ସାରା ରାଜ୍ୟରେ ଲାଗୁ ହେବ । ଦାମ୍ ବୃଦ୍ଧି ପରେ ଟୋନ୍ଡ କ୍ଷୀର ଅଧ ଲିଟର ଦାମ ୨୧ ଟଙ୍କାରୁ…
Read More...