ଭାରତୀୟ ମହିଳା ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଜିତି ରଚିଲେ ଇତିହାସ
ନୂଆଦିଲ୍ଲୀ : ଇତିହାସ ରଚିଲେ ଭାରତୀୟ ମହିଳା ସ୍ପ୍ରିଣ୍ଟର ପ୍ରୀତି ପାଲ । ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ୨ୟ ମେଡାଲ ଜିତି ଆଣିଲେ ସୁନାମ । ମହିଳା ୨୦୦ ମିଟର(T35) ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଆଥଲେଟ୍ ଭାବେ ପାରା ଅଲିମ୍ପିକ୍ସରେ ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ…
Read More...
Read More...