ଅଲିମ୍ପିକ୍ ଓ ବିଶ୍ବ ବିଜେତା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ବିଜେତା ଟ୍ରଫି ବଜାୟ ରଖିବାରେ ବିଫଳ
ବ୍ୟୁରୋ: ଅଲିମ୍ପିକ୍ ଓ ବିଶ୍ବ ବିଜେତା ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଡାଇମଣ୍ଡ ଲିଗ୍ ବିଜେତା ଟ୍ରଫି ବଜାୟ ରଖିବାରେ ବିଫଳ ହୋଇଛନ୍ତି। ପ୍ରଥମ ଥ୍ରୋ’ରେ ନିଷ୍ଫଳ ରହିବା ପରେ ନୀରଜ ପରବର୍ତ୍ତୀ ଦୁଇଟିରେ ଯଥାକ୍ରମେ ୮୩.୮୦ ମିଟର, ୮୧.୩୭ ମିଟର ଫିଙ୍ଗିଥିଲେ। ଚତୁର୍ଥରେ ମଧ୍ୟ ନୋ ଥ୍ରୋ…
Read More...
Read More...