ବେଆଇନ୍ ଭାବେ ବାଇକ୍ ପରିବହନ ସେବା ଯୋଗାଇ ଦେଉଥିବାରୁ ଭୁବନେଶ୍ୱର ଆରଟିଓ ପକ୍ଷରୁ ଓଲା ଉବେର ଓ ରାପିଡ଼ୋ ବିରୁଦ୍ଧରେ…
ଭୁବନେଶ୍ୱର: ଓଲା, ଉବେର ଓ ରାପିଡ଼ୋ ବିରୁଦ୍ଧରେ ଥାନାରେ ଏତଲା । ବେଆଇନ୍ ଭାବେ ବାଇକ୍ ପରିବହନ ସେବା ଯୋଗାଇ ଦେଉଥିବାରୁ ଭୁବନେଶ୍ୱର ଆରଟିଓ ପକ୍ଷରୁ ଏତଲା କରାଯାଇଛି । ଘରୋଇ ବା ବ୍ୟକ୍ତିଗତ ଦୁଇ ଚକିଆ ଗାଡ଼ିକୁ ବ୍ୟବୟାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବାରୁ ଏଭଳି ପଦକ୍ଷେପ ନେଇଛି ଆରଟିଓ-୧ ।…
Read More...
Read More...