Browsing Tag

OLA

ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ନେଇ କଟାକ୍ଷ କଲେ ବିଷ୍ଣୁ

ଭୁବନେଶ୍ୱର: ବିଧାନସଭାର ଶୂନ୍ୟକାଳରେ ଉଠିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ। ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରିଛନ୍ତି। ଏହା ବିଶ୍ୱସ୍ତରୀୟ ପ୍ରଶ୍ନ ପତ୍ର ଲିକ ଘଟଣା କହି ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ସମାଲୋଚନା କରିଛନ୍ତି…
Read More...

ବିଧାନସଭାରେ ଉଠିଲା କାଶୀପୁର ଝାଡାବାନ୍ତି ପ୍ରସଙ୍ଗ

ଭୁବନେଶ୍ୱର: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ଝାନ୍ତାବାନ୍ତିରେ ମୃତ୍ୟ ସଂଖ୍ୟା ୬ରେ ପହଞ୍ଚିଛି। ଶନିବାର ଶଙ୍କରଡା ଗୋବରୀଘାଟିରେ ଆଉ ଜଣେ ଝାଡାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଶୁକ୍ରବାର ଝାଡାବାନ୍ତିରେ ୫ ଜଣଙ୍କର ମୃତ୍ୟ ଘଟିଥିଲା। ତେବେ ମେଡିକାଲ ଟିମ ଓ ଜିଲ୍ଲା…
Read More...

୨୦୧୦ ରୁ ୨୦୨୨ ମଧ୍ୟରେ ୩୧ଟି ଯୋଜନା ପ୍ରଣୟନ କରିଛନ୍ତି ସରକାର

ଭୁବନେଶ୍ୱର: ରାଜ୍ୟରେ ୨୨ ବର୍ଷ ଧରି ଚାଲିଥିବା ନବୀନ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଯାହାକୁ ନେଇ ସରକାରଙ୍କୁ ସବୁବେଳେ ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡୁଛି। ସରକାର ସବୁବେଳେ ଭୋଟ ହାତେଇବା ପାଇଁ ରାଜ୍ୟରେ ଯୋଜନା ପ୍ରଣୟନ କରୁଥିବା ବିରୋଧୀ…
Read More...

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ ନେଇ ଗୃହରେ ହଟ୍ଟଗୋଳ

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ଅଜୟ କୁମାରଙ୍କ ବିବାଦୀୟ ବୟାନ ପରେ ଓଡି଼ଶା ବିଧାନସଭାରେ ବିଜେପି ବିଧାୟକମାନେ ହଟ୍ଟଗୋଳ କରିଥିଲେ। ଏହାଛଡା ପ୍ରତିବାଦରେ ନାରାବାଜି କରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସର୍ବସମ୍ମୁଖରେ କ୍ଷମା…
Read More...

ସାରର କଳା ବଜାରୀ ନେଇ ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା

ଭୁବନେଶ୍ୱର: ଚଳିତ ମୌସୁମୀ ଅଧିବେଶନର ଗୃହ କାର୍ଯ୍ୟ ଆରମ୍ଭରେ ସାରର କଳା ବଜାରୀ ନେଇ ଆଲୋଚନା ହୋଇଥିଲା। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହରେ ତଥ୍ୟ ରଖିବା ପାଇଁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କହିଥିଲେ। ଉତ୍ତରରେ ଚଳିତ ଖରିଫ ଋତୁରେ ୨ ଲକ୍ଷ ୫ ହଜାର ୨୦୦ ମେଟ୍ରିକ ଟନ୍…
Read More...

ରାଜ୍ୟରେ ଖାଲି ପଡ଼ିଛି ୨ ଲକ୍ଷ ୨୬ ହଜାର ସରକାରୀ ପଦବୀ

ଭୁବନେଶ୍ୱର: ୨୦୨୧-୨୨ ପର୍ୟ୍ୟନ୍ତ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ମୋଟ ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲି ପଡ଼ିଛି ଜ୍ଝ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି। ବିଧାନସଭାରେ ଖଣ୍ଡପଡ଼ା ବିଧାୟକ…
Read More...

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଚଳିତ ଅଧିବେଶନରେ ବିଧାନସଭାର ନୂଆ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହ କାର୍ଯ୍ୟ ଆରମ୍ଭ କରିଥିଲେ। ଦିବଂଗତ ବିଧାୟକ ସୁରେନ୍ଦ୍ର ନାଥ କହଁରଙ୍କ ଲାଗି ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ…
Read More...

ସରିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଲାଗି ସର୍ବଦଳୀୟ ବୈଠକ ଶେଷ ହୋଇଛି। କୋଭିଡ କଟକଣାରେ ଚଳିତ ମୌସୁମୀ ଅଧିବେଶନ ଚାଲିବ ବୋଲି ନୂଆ ବାଚସ୍ପତ୍ତି ବିକ୍ରମ କେଶରୀ ଆରୁଖ କହିଛନ୍ତି। ନୂଆ ବାଚସ୍ପତି ଶ୍ରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଂଗ୍ରେସ…
Read More...

ବିନା ବିରୋଧୀ ଦଳ ନେତାରେ ୨ ବର୍ଷ ହେଲା ଚାଲିଛି ବିଧାନସଭା

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନାରେ ସଂକ୍ରମିତ ହେବା ପରେ ଅସୁସ୍ଥତା କାରଣରୁ ଦୀର୍ଘ ଦୁଇ ବର୍ଷ ଧରି ବିଧାନସଭାର କୌଣସି ବି ଅଧିବେଶନରେ ଯୋଗ ଦେଇନାହାଁନ୍ତି। ଶ୍ରୀ ନାୟକ ଅସୁସ୍ଥତା କାରଣରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଦୁଇ ବର୍ଷ ହେଲା ଚିକିତ୍ସିତ ହେଉଛନ୍ତି।…
Read More...

ମୌସୁମୀ ଅଧିବେଶନ ଲାଗି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଲାଗି ବୁଧବାର ସର୍ବଦଳୀୟ ବୈଠକ ବସିବ। ନୂଆ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହ ପରିଚାଳନା କରିବେ। ଏହାଛଡା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଅନୁଷ୍ଠିତ ସର୍ବଦଳୀୟ ବୈଠକଟି ଚଳିତ…
Read More...