Browsing Tag

Odsha

କୋଦଳାରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଜାରି

(ହରପ୍ରସାଦ ବିଷୋୟୀ / ଗଞ୍ଜାମ): ଆଜିଠୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ୟ୍ୟାୟ କରୋନା ଟିକାକରଣ। ଦ୍ବିତୀୟ ପର୍ୟ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା କୋଦଳା କଲ୍ୟାଣ ମଣ୍ଡପ ଟୀକାଦାନ କେନ୍ଦ୍ରରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆ…
Read More...

୨୦୦ ମିଟର ଦୂରରେ ଥିବା ବ୍ୟକ୍ତିକୁ ରଙ୍ଗ ଲଗାଇବା ଏହି ପିଚକାରୀ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଯଦି ଆପଣ ବିଦେଶରେ ଅଛନ୍ତି ଏବଂ ହୋଲି ପାଇଁ ଛୁଟି ମିଳୁନାହିଁ ତେବେ ନିରାଶ ହୁଅନ୍ତୁ ନାହିଁ ଜ୍ଝ କାରଣ ଏପରି ଏକ ପଚିକାରୀ ବଜାରକୁ ଆସିଛି ଯାହା କୁ ବ୍ୟବହାର କରି ଆପଣ ଦୂରରେ ଥାଇ ମଧ୍ୟ ପିଚକାରୀ ସାହାର୍ଯ୍ୟରେ ଅନ୍ୟକୁ ରଙ୍ଗ ଲଗେଇ ପାରିବେ । ଆଉ ଏହି…
Read More...

ଭିମିଷ୍ଟେକ୍ ଡିଯାଷ୍ଟର ମ୍ୟାନେଜମେଣ୍ଟ

(ଗୋପ / ଜୟନ୍ତ କୁମାର ସେଠୀ ): କୋଣାର୍କ ରାମଚଣ୍ଡି ଠାରେ ଭିମିଷ୍ଟେକ୍ ଡିଯାଷ୍ଟର ମ୍ୟାନେଜମେଣ୍ଟ ପ୍ରଶିକ୍ଷଣ ଏକ ଦିବସ କାର୍ୟ୍ୟକ୍ରମକୁ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ସମ୍ଭାବ୍ୟ ସୁନାମି ତଥା ପ୍ରାକୃତିକ ବିପର୍ୟ୍ୟୟ ରୁ କିଭଳି ଭାବରେ…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର

(ଭଦ୍ରକ / ଶେଖ ଫାଇଜାନ କାଦରୀ ):ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଭଦ୍ରକ ଜିଲ୍ଲା ବିଜେଡି ପକ୍ଷରୁ ପୌରପାଳିକା ମଣ୍ଡପ ଠାରେ ରକ୍ତଦାନ ଶିବିର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କ…
Read More...

କାଳିଆ ଯୋଜନା କଥା ବଖାଣିଲେ ନବୀନ

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଆଜି ବରଗଡରେ ପ୍ରଚାର କରିଛନ୍ତି ବିଜେଡ଼ି ସୁପ୍ରିମୋ । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ନବୀନ । ଏଠାରେ ବି କାଳିଆ ଯୋଜନା କଥା ବଖାଣିଲେ ବିଜେଡ଼ି ସଭାପତି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର…
Read More...

ଢେଙ୍କାନାଳ ଆଶ୍ରମ ଛାତ୍ରୀ ଗର୍ଭବତୀ ଘଟଣା: ମାଟ୍ରନଙ୍କ ସହ ୨ ଶିକ୍ଷୟତ୍ରୀ ବହିଷ୍କୃତ

(ରିପୋର୍ଟସ ଟୁଡ଼େ /ଭୁବନେଶ୍ୱର): ଢେଙ୍କାନାଳ ଆଶ୍ରମ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ମାଟ୍ରନଙ୍କ ସହ ୨ ଶିକ୍ଷୟିତ୍ରୀ ବହିଷ୍କୃତ ହୋଇଛନ୍ତି । ମାଟ୍ରନ ସ୍ମୃତିରେଖା ସେଠୀ, ଶିକ୍ଷୟତ୍ରୀ ସଂଘମିତ୍ରା ଶୁଭଲକ୍ଷ୍ମୀ ଏବଂ ଯୋଗମାୟା ଗଡନାୟକ ବହିଷ୍କୃତ ହୋଇଛନ୍ତି । ଢେଙ୍କାନାଳ ସପ୍ତଶଯ୍ୟା…
Read More...

ପିପିଲି ଗଣଦୁଷ୍କର୍ମକୁ ପୂରିଲା ୭ ବର୍ଷ : ତଥାପି ତଦନ୍ତ ରିପୋର୍ଟ ସାର୍ବଜନୀନ ହେଲା ନାହିଁ – କ˚ଗ୍ରେସ

(ରିପୋର୍ଟସ ଟୁଡେ): ପିପିଲିରେ ସଂଘଟିତ ଗଣଦୁଷ୍କର୍ମ ଘଟଣାର ୭ ବର୍ଷ ପୂରିଲାଣି। ୨୦୧୧ ନଭେମ୍ବର ୨୯ ତାରିଖରେ ଅର୍ଥାତ୍‌ ସାତବର୍ଷ ତଳେ ପିପିଲି ଥାନା ଅନ୍ତର୍ଗତ ଅର୍ଜୁନଗୋଦା ଗ୍ରାମର ବବିନା ବେହେରାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା। ଏପରି କି ୨୦୧୬ ମାର୍ଚ୍ଚ ୩୦ ତାରିଖରେ ଘଟଣାର ତଦନ୍ତ…
Read More...