Browsing Tag

odishha

ସାରସକଣା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ମିଳିବ ସହାୟତା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମୟୂରଭଞ୍ଜ ଜିଲ୍ଲାର ସାରସକଣାଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣ ଓଡିଶାର ଅଧିବାସୀ ଏବଂ ଆଉ ଜଣେ ହେଉଛନ୍ତି ଝାଡଖଣ୍ଡର…
Read More...

ରାଜ୍ୟ ପୁଲିସରେ ଅତିରିକ୍ତ ଏସପି ସ୍ତରରେ ପଦୋନ୍ନତି ସହ ଅଦଳବଦଳ

(ଭୁବନେଶ୍ୱର/ରିପୋଟର୍ସ ଟୁଡେ): ରାଜ୍ୟ ପୁଲିସରେ ଅତିରିକ୍ତ ଏସିପି ସ୍ଥରରେ ପଦୋନ୍ନତି ସହ ଅଦଳବଦଳ ହୋଇଛି । ଏହି ପଦୋନ୍ନତି ଓ ବଦଳିରେ ଏଥର ମୋଟ ୧୦ ଜଣ ପୁଲିସ କର୍ମଚାରୀଙ୍କୁ ସାମିଲ କରାଯାଇଛି ।
Read More...

ହତ୍ୟାକାଣ୍ଡକୁ ତିନି ମାସ ବିତିଥିଲେ ମଧ୍ୟ ପୁଲିସ ହାତ ଖାଲି

(ସୋନପୁର/ ଓମପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାର କଉଡିଆମୁଣ୍ଡା ଗ୍ରାମର ସଂଘଟିତ ହତ୍ୟାକାଣ୍ଡର ପର୍ଦ୍ଧାଫାସ କରି ହତ୍ୟାକାରିକୁ ଧରିବାକୁ ମୄତକର ସ୍ତ୍ରୀ ଦାବି କରିଛନ୍ତି। ଗତ ଅପ୍ରେଲ ୧୯ ତାରିଖରେ କଉଡିଆମୁଣ୍ଡା ଗ୍ରାମର ଶେସଦେବ ରାଉତକୁ ବାଞ୍ଜିପାଲି ଗ୍ରାମର ସଦାନନ୍ଦ…
Read More...

ଶିକ୍ଷକ ହୋଇ ଭୁଲିଗଲେ ମୁଲ୍ୟବୋଧ

(ପ୍ରିୟଦର୍ଶନୀ ସ୍ୱାଇଁ): ମାର୍ଗଦର୍ଶକ ସାଜିଲା ନରହନ୍ତା । ଶିକ୍ଷକ ହୋଇ ଭୁଲିଗଲା ମାନବିକତାର ମୁଲ୍ୟବୋଧ । ସମାଜକୁ ସୁଶିକ୍ଷା ଦେଇ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ପାଇଥାନ୍ତି ଗୁରୁ । କିନ୍ତୁ ଏମିତି ଜଣେ ଶିକ୍ଷକଙ୍କ କଥା କହିବୁ ଯାହାଙ୍କୁ ଶିକ୍ଷକ ନାଁରେ କଳଙ୍କ କହିଲେ ଅତୃଟି ହେବନାହିଁ ।…
Read More...