ଏକାଠି ଜଳିଲା ଚିତା
ବାଲିମେଳା ଏନଏସି ୧୨ରେ ଘଟିଛି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ଏକାଠି ଜଳିଲା ୨ଟି ଚିତା । ମୃତ ଦମ୍ପତି ହେଲେ ହରି କୂଳଦୀପ ଏବଂ କମଳା କୂଳଦୀପ । ହରି ଦିନ ମଜୁରିଆ ଭାବେ କାମ କରନ୍ତି । ଉଭୟଙ୍କ ୩ ଜଣ ସନ୍ତାନ ଅଛନ୍ତି । ଆଜି ହୃଦଘାତରେ ହରିଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ଶୁଣି ଭାଙ୍ଗି…
Read More...
Read More...