Browsing Tag

Odisha

ନାଚ ଓ ଗୀତରେ ଦୁଲୁକୁଛି ଭୈରବୀ ମହୋତ୍ସବ

ବୌଦ୍ଧ: ନାଚ ଓ ଗୀତରେ ଦୁଲୁକୁଛି ଭୈରବୀ ମହୋତ୍ସବ । ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନଙ୍କ ନାଚ-ଗୀତରେ ଦୁଲୁକୁଛି ମାଁ ଭୈରବୀ ମହୋତ୍ସବ ମଞ୍ଚ । ସନ୍ଧ୍ୟା ହୋଇଗଲେ ମହୋତ୍ସବ ପଡିଆରେ ମିନବଜାର ଠୁ ଆରମ୍ଭ କରି ପଲ୍ଲିଶ୍ରୀ ମେଳା, ଖାଦ୍ୟ ବଜାର ଓ ବିଭିନ୍ନ ଘର କରଣା ଷ୍ଟଲ ଗୁଡିକରେ ଲାଗୁଚି…
Read More...

ସମବାୟ ସପ୍ତାହରେ ଜିଲ୍ଲା ସ୍ତରୀୟ ମହୋତ୍ସବ ଅନୁଷ୍ଠିତ

ଗଜପତି: 72ତମ ସର୍ବ ଭାରତୀୟ ସମବାୟ ସପ୍ତାହ ଅବସରରେ, ଜିଲ୍ଲା ସ୍ତରୀୟ ମହୋତ୍ସବ-2025 ଅନୁଷ୍ଠିତ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ, ଆପନା ଫଙ୍କ୍ସନ ହଲ ପରିସରରେ, ସମବାୟ ବିଭାଗ ଗଜପତି ବିଭାଜନ ପକ୍ଷରୁ ସମବାୟ ସପ୍ତାହ ଏବଂ  ଜିଲ୍ଲା ସ୍ତରୀୟ ମହୋତ୍ସବ-2025 ଅନୁଷ୍ଠିତ…
Read More...

ବିଶ୍ଵ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା

ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ । ଏବେ ଏହାକୁ ବିରୋଧ କରି ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ, ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ଘଷିପୁରା ଥାନା ବିଜି ମୋଟର୍ସ ନିକଟରେ ୨୦ ନଂ ଜାତୀୟ ରାଜପଥକୁ…
Read More...

ଓଡ଼ିଆ ପ୍ରବନ୍ଧ ଲିଖନ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ

ଗଜପତି : ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ଉପଲକ୍ଷେ, ଓଡ଼ିଆ ପ୍ରବନ୍ଧ ଲିଖନ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିରରେ ଏହା ପାଳନ ହୋଇଛି । ଉପ ନିବନ୍ଧକ ସମବାୟ ସମିତି ସମୂହ ଗଜପତି ବିଭାଜନ ପକ୍ଷରୁ,…
Read More...

ନର୍ଲା ପ୍ରେସ ଏସୋସିଏସେସନ୍ ପକ୍ଷରୁ ପ୍ରେସ୍ ଦିବସ ପାଳିତ

କଳାହାଣ୍ଡି: ନର୍ଲା ବ୍ଳକ୍  ଡାକ ବଙ୍ଗଳା ଠାରେ, ନର୍ଲା ପ୍ରେସ ଏସୋସେସନ ଓ.ଜେ.ୟୁ ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ l ଏହି କାର୍ଯ୍ୟକ୍ରମ, ସଙ୍ଘର ସଭପତି ଚିନ୍ତାମଣି ନାଏକଙ୍କ ଅଧ୍ୟକ୍ଷତାରେ, ବିଘ୍ନବିନାଶ ଗଣେଶଙ୍କୁ ପୂଜାର୍ଚ୍ଚନା  କରି ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି…
Read More...

ଫସଲ ନଷ୍ଟ କରିଦେଲେ ଜଙ୍ଗଲି ହାତୀ

ଲାଞ୍ଜିଗଡ : ଗାଁରେ ଜଙ୍ଗଲି ହାତୀଙ୍କ ଉପଦ୍ରବ । ଚାଷ ଜମିରେ ପଶି ଫସଲ ନଷ୍ଟ କରିଦେଲେ ହାତୀ ପଲ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବିଜେପୁର ସେକ୍ସନ କମଲେଇ ଗାଁରେ, ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ନିକଟସ୍ଥ ଫୁଲବାଣୀ ଜଙ୍ଗଲରେ ୧୫ ଟିକିଆ ହାତୀପଲ ରହିଥିବା…
Read More...

ଜିଲ୍ଲା ସ୍ତରୀୟ ପ୍ରେସ୍-ଡେ ପାଳନ

ନ୍ୟାସନାଲ୍ ପ୍ରେସ୍ ଡେ। ପ୍ରତି ବର୍ଷ ନଭେମ୍ବର ୧୬ ତାରିଖକୁ, ନ୍ୟାସନାଲ ପ୍ରେସ ଡେ ଭାବରେ ପାଳନ କରାଯାଇ ଥାଏ । ଗତକାଲି ଦେବଗଡ଼ ଜିଲ୍ଲାରେ ମଧ୍ୟ, ଏହି ସ୍ବତନ୍ତ୍ର ଦିନକୁ ପାଳନ କରାଯାଇଛି। ଦେବଗଡ଼ର ସର୍କିଟ ହାଉସ ଠାରେ ଦିନ ୧୨ ଘଟିକା ସମୟରେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁଙ୍କ…
Read More...

୨୦ ତାରିଖରୁ ହେବ ଖରିଫ ଧାନ କିଣା

ଆସନ୍ତା ୨୦ ତାରିଖରୁ ଆରମ୍ବ ହେବ ଖରିଫ ଧାନ କିଣା । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ବରଗଡ ଜିଲ୍ଲାରୁ ଆରମ୍ବ ହେବ ଧାନ କିଣା । ଏପଟେ ଧାନ ସଂରକ୍ଷଣ ପାଇଁ , ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଆଗାମୀ ଦୁଇ ବର୍ଷ ମଧ୍ୟରେ, ୧୦୦ଟି ମଡେଲ ମଣ୍ଡି…
Read More...

ନଭେମ୍ବର ୨୭ରୁ ବିଧାନସଭାର ଶୀତ ଅଧିବେଶନ !

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ । ନୂଆପଡ଼ା ଉପ ନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ସୂଚନା ମିଳିଛି । ତେବେ ବିଧାନସଭାର ଶୀତ ଅଧିବେଶନରେ, ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ…
Read More...

ବିଜେପିରେ କାମ କରିବାକୁ, ଅମର ଆଗ୍ରହ କରିଛନ୍ତି

ବିଜୁ ଜନତା ଦଳକୁ ଲାଗିଛି ଶକ୍ତ ଝଟକା । ଗୋଟେପଟେ ବିଜେଡି ସୁପ୍ରିମୋ ଆଜି ନୂଆପଡା ଉପନିର୍ବାଚନର ପ୍ରଚାରକୁ ଓହ୍ଲାଇଥିବା ବେଳେ, ଏପଟେ ଦଳରେ ଜଣେ ଫ୍ରଣ୍ଟଲାଇନର ନେତା ଦଳକୁ ବାଏ ବାଏ କରି ଦେଇଛନ୍ତି । ଅର୍ଥାତ୍, ଆଜି ବିଜେଡିକୁ ଅଲବିଦା କହିବା ସହ, ବିଜେପି ଶିବିରରେ ବିଧିବଧ ଭାବରେ ସାମିଲ…
Read More...