ଲକ୍ଷ୍ମୀନଗରରେ ତିନିଜଣଙ୍କ ଘରେ କଳାକନା ବୁଲାଇଲେ ଦୃର୍ବୁତ୍ତ
କାମାକ୍ଷାନଗର : ବିଳମ୍ବିତ ରାତିରେ ତିନିଜଣଙ୍କ ଘରେ କଳାକନା ବୁଲାଇଲେ ଦୃର୍ବୁତ୍ତ l କାମାକ୍ଷାନଗର ଥାନା ଜିରିଡାମାଳି ଗ୍ରାମର ଲକ୍ଷ୍ମୀନଗର ସାହିରେ ଗତକାଲି ବିଳମ୍ବିତ ରାତିରେ ତିନିଜଣ ଙ୍କ ଘରୁ ଲୁଟ ହୋଇଛି l ସୁନାଗହଣା, ଖାଦ୍ୟସାମଗ୍ରୀ ସମେତ ପ୍ରାୟ କୋଡିଏ ହଜାର ଟଙ୍କା ଲୁଟ ହୋଇଥିବା…
Read More...
Read More...