Browsing Tag

Odisha

ରାଜ୍ୟର ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟରେ ଥିବା ସମସ୍ତ ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର…
Read More...

ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ: ସରକାରୀ ଯୋଜନାର କରିବେ ତଦାରଖ

ଭୁବନେଶ୍ୱର: ଜିଲ୍ଲା ବୁଲିବେ ସଚିବ । ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିବେ ସଚିବ ଓ ବରିଷ୍ଠ ଅଧିକାରୀ । ଏନେଇ ନିର୍ଦ୍ଦେଶନାମା ଜାରି କଲା ଯୋଜନା ଓ ସଂଯୋଜନ ବିଭାଗ । ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ସରକାରୀ ଯୋଜନାର ତଦାରଖ କରିବେ । ଆହାର କେନ୍ଦ୍ର, ଛାତ୍ରାବାସ, ସ୍କୁଲରେ ମଧ୍ୟାହ୍ନ ଭୋଜନ…
Read More...

ସୁଭଦ୍ରା କଲ ସେଣ୍ଟରର ଶୁଭାରମ୍ଭ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

ଭୁବନେଶ୍ୱର: ରାଜ୍ୟରେ ଶୁଭାରମ୍ଭ ହେଲା ସୁଭଦ୍ରା କଲ ସେଣ୍ଟର । ଏହାର ଶୁଭାରମ୍ଭ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହା ଦ୍ୱାରା ୧୪୬୭୮ ଟ୍ରୋଲ୍ ଫ୍ରି ନମ୍ୱରରେ କଲ୍ କରି ମହିଳାମାନେ ସେମାନଙ୍କର ସମସ୍ୟା ଜଣାଇପାରିବେ । ତେବେ ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି କି,…
Read More...

ନୂଆଁଖାଇ ପାଇଁ ଆସନ୍ତା ୯ ତାରିଖ ସୋମବାର ସ୍କୁଲ ଛୁଟି

ଭୁବନେଶ୍ୱର: ଚଳିତ ବର୍ଷ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ୦୯.୦୯.୨୦୨୪ ରିଖ ( ସୋମବାର ) ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ସରକାରୀ , ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ଗୁଡିକ ଛୁଟି ଘୋଷଣା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ…
Read More...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡିିଗଲେ ପର୍ଯ୍ୟଟକ

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡିଗଲେ ପର୍ଯ୍ୟଟକ । ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବା ବେଳେ ବୁଡି ଯାଇଥିବା ସୂଚନା। ସେଠାରେ ଥିବା ଲାଇଫ ଗାର୍ଡ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର…
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତରରେ ଆପତ୍ତି ଉଠାଇଲେ ବିଜେଡି ବିଧାୟକ କଳିକେଶ ସିଂହଦେଓ

ଭୁବନେଶ୍ୱର:  ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତରରେ ଆପତ୍ତି ଉଠାଇଲେ ବିଜେଡି ବିଧାୟକ କଳିକେଶ ସିଂହଦେଓ l  ମହାମାରୀରେ କଣ କରିବେ, କହିଲେନି ମନ୍ତ୍ରୀ l ଭେକ୍ଟର ବର୍ଣ୍ଣ ରୋଗଙ୍କ ଭିତରେ ଓଡ଼ିଶା ତୃତୀୟ ନମ୍ବରରେ ଅଛି l  ମ୍ୟାଲେରିଆ ବଲାଙ୍ଗୀରରେ ହେଉଛି, ହେଲେ ମନ୍ତ୍ରୀ ନିଜ ବଲାଙ୍ଗୀର ଜିଲ୍ଲା…
Read More...

ମହାପ୍ରଭୁଙ୍କ ଉଦ୍ଦେଶ୍ଯରେ ନିଜର ଗୋଟିଏ ମାସର ଦରମା ପ୍ରଦାନ କଲେ ଡ. ସୁଜାତା ପ୍ରିୟମ୍ବଦା ପରିଡା

 ପୁରୀ/ ସଞ୍ଜୟ ମହାପାତ୍ର:  ମହାପ୍ରଭୁଙ୍କ ଉଦ୍ଦେଶ୍ଯରେ ନିଜର ଗୋଟିଏ ମାସର ଦରମା ପ୍ରଦାନ କଲେ ରାଜ୍ଯ କୃଷି ବିଭାଗରେ କାର୍ଯ୍ୟରତ ପରିସଂଖ୍ଯାନ ଉପନିର୍ଦ୍ଦେଶିକା, ଡ. ସୁଜାତା ପ୍ରିୟମ୍ବଦା ପରିଡା l ଗତ ମାସର ଦରମା ଟଙ୍କା ବାବଦକୁ ମିଳିଥିବା ସମୁଦାୟ ଏକ ଲକ୍ଷ ଦୁଇ ହଜାର ତିନି ଶହ ଚଉତିରିଶ…
Read More...

ସର୍ଚ୍ଚ ଅପରେସନ ବେଳେ ମାଓବାଦୀ କ୍ୟାମ୍ପ ଠାବ

ବୌଦ୍ଧ : ସର୍ଚ୍ଚ ଅପରେସନ ବେଳେ  ମାଓବାଦୀ କ୍ୟାମ୍ପ ଠାବ ।   ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାନ୍ତ ଘଣ୍ଟାପଡ଼ା ଥାନା ଉମା ପଞ୍ଚାୟତ ଅନ୍ତର୍ଗତ ଟୁଡ଼ିବାହାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଥିଲାବେଳେ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି ଏସ୍‌ଓଜି ଯବାନ। କ୍ୟାମ୍ପରୁ ମାଓବାଦୀଙ୍କ ପୋଷକ, ଔଷଧ,…
Read More...

କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି

ଭୁବନେଶ୍ୱର:କଳିଙ୍ଗ ପୁରସ୍କାର ବନ୍ଦକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି ହୋଇଛି । ବିଜେଡି ବିଧାୟକ କଳିଙ୍ଗ ପୁରସ୍କାରକୁ ଓଡ଼ିଆ ଅସ୍ମି୍ତା ସହ ଯୋଡ଼ିଛନ୍ତି । କେନ୍ଦ୍ର ସରକାର କାହିଁକି ଏହି ପୁରସ୍କାରକୁ ବନ୍ଦ କଲେ ବୋଲି ବିଧାନସଭାରେ ୨ ଜଣ ବିଜେଡି ବିଧାୟକ ପ୍ରଶ୍ନ କରିଛନ୍ତି ।…
Read More...

ଶୂନ୍ୟକାଳରେ ପୂର୍ବତନ ବିଧାୟକଙ୍କ ପେନସନ ବଢିବାସହ ବର୍ତ୍ତମାନର ଭତ୍ତା ବଢିବା ପ୍ରସଙ୍ଗ ଉଠାଇଲେ ବିଜେପି ବିଧାୟକ

ଭୁବନେଶ୍ୱର : ଗୃହରେ ଉଠିଲା ପୂର୍ବତନ ବିଧାୟକଙ୍କ ପେନସନ ବଢିବା ପ୍ରସଙ୍ଗ | ପୂର୍ବତନ ବିଧାୟକଙ୍କ ଜୀବନ ଯିବିକା ଦୁର୍ବିସହ ହେଉଛି ବହୁତ କମ ପେନସନ ପାଉଛନ୍ତି | ପେନସନ ବଢାଇବା ପାଇଁ ଦାବି କଲେ ବିଧାୟକ | ବାଚସ୍ପତି ଦିନେ ପୂର୍ବତନ ବିଧାୟକ ଥିଲେ, ପ୍ରଚଳିତ ବଜାର ମୂଲ୍ୟରେ ମିଳୁଥିବା ଭତ୍ତା…
Read More...