ରାଜ୍ୟସଭା ଛାଡିଲେ, ବିଜେଡିରୁ ବିଦା ହେଲେ ସୁଜିତ କୁମାର
ଭୁବନେଶ୍ୱର: ରାଜ୍ୟସଭା ଛାଡିଲେ, ବିଜେଡିରୁ ବିଦା ହେଲେ । ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର । ତେବେ ମମତା ମହାନ୍ତଙ୍କ ପରେ ଦ୍ୱିତୀୟ ସାଂସଦ ଭାବେ ଇସ୍ତଫା ଦେଇଛନ୍ତି ସୁଜିତ କୁମାର ।
ସେପଟେ ଇସ୍ତଫା ଦେବା ପରେ ବିଜେଡିରୁ…
Read More...
Read More...