Browsing Tag

Odisha

ଛତିଆ ଠାରେ ସମ୍ବାଦ ପକ୍ଷରୁ ଅନୁଷ୍ଠିତ ବାର୍ଷିକ ପ୍ରତିଯୋଗିତାରେ ଭାଗ ନେଲେ ୧୫୮ଜଣ ଛାତ୍ର ଛାତ୍ରୀ

ବଡଚଣା (ବେଦପ୍ରକାଶ ନାୟକ );-ସମ୍ବାଦ ଆମ ଓଡିଶା ପକ୍ଷରୁ ୨୦୨୪ବାର୍ଷିକ ପ୍ରତିଯୋଗିତା ଅବସରରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରତିଯୋଗିତା ରେ ଚିତ୍ରାଙ୍କନ ରେ ୫୧ଜଣ, ହସ୍ତାକ୍ଷର ରେ ୬୫ଜଣ ଓ ଭାଷା ଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ରେ ୪୨ଜଣ ମୋଟ…
Read More...

ପୁଅର କାଠ ଫାଳିଆ ପ୍ରହାରରେ ମା ମୃତ , ଭଉଣୀ ଗୁରୁତର

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ପୁଅର କାଠ ଫାଳିଆରେ ମା ମୃତ ଝିଅ ଗୁରୁତର । ଯୋଡା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ଘଟିଛି ଏକ ଅଭାବନିୟ ଘଟଣା । ମା ଓ ଭଉଣି କୁ କାଠ ଫାଳିଆ ରେ ଆକ୍ରମଣ କଲା କୁଳାଙ୍ଗାର ପୁଅ । ଆକ୍ରମଣରେ ମା ଗୁରୁବାରି ମୁଣ୍ଡା ମୃତ ହୋଇଥିବା ବେଳେ ଝିଅ…
Read More...

ଜିଲ୍ଲାରେ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଅନୁଷ୍ଠିତ

ମାଲକାନଗିରି: ଆଜି ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରୁ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ,ରାଜସ୍ୱ, ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର ପତାକା ଦେଖାଇ ଏହି ପଦଯାତ୍ରାର…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ସାହିତ୍ୟରେ ଡି.ଲିଟ୍. ଉପାଧି ଲାଭ କରିଛନ୍ତି ଡ. ଆଲୋକ ବରାଳ

ସେମିଳିଗୁଡା : ଗବେଷଣା ମହାନିବନ୍ଧ ଉପସ୍ଥାପିତ କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ସାହିତ୍ୟରେ ଡି.ଲିଟ୍. ଉପାଧି ଲାଭ କରିଛନ୍ତି ଡ. ଆଲୋକ ବରାଳ । ଏହି ଅବସରରେ ସେ ତାଙ୍କର ଗୁରୁ- ଗୁରୁଜନ, ସମଗ୍ର ପରିବାର ବର୍ଗ , ବନ୍ଧୁବାନ୍ଧବ , ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପରିବାର…
Read More...

କ୍ରାଇମବ୍ରାଞ୍ଚ ଦ୍ୱାରା ପ୍ରେମିକ ବିରଞ୍ଚି ନାରାୟଣ ଗିରଫ ଘଟଣା : ସାମ୍ନାକୁ ଆସିଲା ଠକାମୀ ପରର ଭିଡିଓ

ଭୁବନେଶ୍ୱର : ରସିକିଆ ପ୍ରେମିକକୁ ନିର୍ଧୁମ ମାଡ଼ । କ୍ରାଇମବ୍ରାଞ୍ଚ ଦ୍ୱାରା ରସିକିଆ ପ୍ରେମିକ ବିରଞ୍ଚି ନାରାୟଣ ନାଥ ଗିରଫ ଘଟଣା । ସାମ୍ନାକୁ ଆସିଲା ବିରଞ୍ଚି ର ଠକାମୀ ପରର ଭିଡିଓ । ଜଣେ ଯୁବତୀ ଙ୍କୁ ବିବାହ ନାଁରେ ଠକିଥିଲା ବିରଞ୍ଚି । ଠକ ବିରଞ୍ଚିକୁ ଧରିବା ପରେ ନିର୍ଧୁମ ଛେଚିଲେ…
Read More...

ମୋଦିଙ୍କ ଗସ୍ତ ସମୟରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବ୍ଲୁ ବୁକ ଅନୁସାରେ ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ମୋଦିଙ୍କ ଗସ୍ତ ସମୟରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ । ୧୧ ଜଣ ଡିସିପି ରାଙ୍କ ଅଧିକାରୀ, ୨୨ ଜଣ ଅତିରିକ୍ତ…
Read More...

ବ୍ରହ୍ମପୁର ଷ୍ଟେସନରୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ୍

ଭୁବନେଶ୍ୱର,: ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ । ଦେଶରେ ଆଉ ୬ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁଜ ସଙ୍କେତ ଦେଖାଇ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଟ୍ ୬ଟି ବନ୍ଦେ ଭାରତ ଟ୍ରେନ୍ ମଧ୍ୟରୁ ଓଡ଼ିଶାରେ ଦୁଇଟି ଟ୍ରେନ୍ ଗଡ଼ିଛି । ଅର୍ଥାତ୍…
Read More...

ଭୁଶୁଡିଲା ବେଦାନ୍ତ କମ୍ପାନୀର ରେଡ୍ ମଡ୍ ପଣ୍ଡ

କଳାହାଣ୍ଡି / ଜନକ ପୋଡା: ଭାଙ୍ଗିଲା ବେଦାନ୍ତର ରେଡ୍ ମଡ୍ ପଣ୍ଡ। ଚାଷ ଜମିରେ ମାଡିଗଲା କାଦୁଅ ପାଣି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରେ ଥିବା ବେଦାନ୍ତ କମ୍ପାନୀର ବସନ୍ତପଡାରେ ନିର୍ମାଣ କରାଯାଇଥିବା ରେଡ୍ ମଡ୍ ପଣ୍ଡ ଆଜି ଭୁଶୁଡି ପଡିଛି। ଫଳରେ ବସନ୍ତପଡା ସମେତ ବନ୍ଧଗୁଡା, ତୁରିଗୁଡାରେ…
Read More...

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୭ ଆହାତ, ୪ ଗୁରୁତର

ମୋହନା (ତ୍ରିପତି ବିଷୋୟୀରତ୍ନ) : ଗଜପତି ଜିଲ୍ଲା ଅଡବା ଥାନା ପଦାଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ l ଦୁର୍ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି l ୨ ଜଣଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି l…
Read More...

ପରୀକ୍ଷାମୂଳକ ଭାବେ ‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା

ଭୁବନେଶ୍ୱର:  ପରୀକ୍ଷାମୂଳକ ଭାବେ 'ସୁଭଦ୍ରା' ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା । ସୁଭଦ୍ରା' ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ଖାତା ଗଲା ୧ ଟଙ୍କା। ସୁଭଦ୍ରା'ଶୋଭାଯାତ୍ରାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା। ଶେଷ ହିତାଧିକାରୀଙ୍କ ପର୍ଯ୍ୟନ୍ତ ନପହଞ୍ଚିବା ଯାଏଁ ଯୋଜନା…
Read More...