Browsing Tag

Odisha

ସମସ୍ତ କର୍ମଚାରୀମାନଙ୍କୁ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ତାଗିଦ

ଭୁବନେଶ୍ୱର-: ଓଡ଼ିଶା ସରକାର ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ ସମୟାନୁବର୍ତ୍ତିତା ବଜାୟ ରଖିବାକୁ ନିର୍ଦ୍ଦେଶ ଜାରିକରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହାର ସମସ୍ତ ବିଭାଗକୁ କାର୍ଯ୍ୟାଳୟଗୁଡ଼ିକରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ସ୍ଥାପନ କରି…
Read More...

OASଙ୍କ ସାମୁହିକ ଛୁଟି ସ୍ଥଗିତ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଓହରିଲେ

ଭୁବନେଶ୍ଵର: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ସାମୂହିକ ଛୁଟି ନିଷ୍ପତ୍ତିରୁ ଓହରିଲେ ଓଏଏସ ସଂଘ । ଗତକାଲି ରାତିରେ OAS ସଂଘ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ…
Read More...

ଓଡ଼ିଶାର ବିଶିଷ୍ଠ ଶିଶୁ ସାହିତ୍ୟିକ ତଥା ବିଶିଷ୍ଠ ସାରସ୍ୱତ ସାଧକ ସ୍ୱର୍ଗତ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ୮୮ ତମ ଜୟନ୍ତୀ…

କଟକ-: ଓଡ଼ିଶାର ବିଶିଷ୍ଠ ଶିଶୁ ସାହିତ୍ୟିକ ତଥା ବିଶିଷ୍ଠ ସାରସ୍ୱତ ସାଧକ ସ୍ୱର୍ଗତ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ୮୮ ତମ ଜୟନ୍ତୀ ଉତ୍ସବ ଆଜି ତାଙ୍କ ଜନ୍ମ ଭୂମି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଗୋପପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ…
Read More...

ଅଲ ଓଡିଶା ପ୍ୟାକ୍ସ ଓ ଲ୍ୟାମ୍ପସ କର୍ମଚାରୀ ମହାସଙ୍ଘର ସମ୍ବର୍ଦ୍ଧନା ସଭା

ଟାଙ୍ଗୀ-: ଅଲ ଓଡିଶା ପ୍ୟାକ୍ସ ଓ ଲ୍ୟାମ୍ପସ କର୍ମଚାରୀ ମହାସଙ୍ଘ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପ୍ୟାକ୍ସ ଓ ଲ୍ୟାମ୍ପସ ଓ ସମବାୟ ସମିତିର ସଭାପତି ଓ ସମ୍ପାଦକ ମାନେ ଯୋଗ…
Read More...

ବରିଷ୍ଠ ଆଇଏଏସ ଶାଶ୍ବତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଶାଶ୍ବତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ  । ଅର୍ଥ ବିଭାଗ ପ୍ରମୁଖ ସଚିବ ସହ ଇଡ୍‌କୋ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବରେ ରହିବେ ଶାଶ୍ୱତ  । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  । ୧୯୯୬ ବ୍ୟାଚ୍‌ର ବରିଷ୍ଠ…
Read More...

୨୯ରୁ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର-: ବିଜେପିର କେନ୍ଦ୍ର ନିର୍ବାଚନ ଅଧିକାରୀ ଡ. ବି. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ…
Read More...

ସୁରେଶ୍ବରୀ ପ୍ୟାକେଜ୍‌ଡ ଡ୍ରିଙ୍କି ୱାଟର ୟୁନିଟ୍ ସିଲ୍

ସୁବର୍ଣ୍ଣପୁର ଜିଲ୍ଲାରେ ପାନୀୟ ଜଳ ନାଁରେ ଜହର ବିକ୍ରି କରାଯାଉଛି । ଭୁବନେଶ୍ବର ସ୍ଥିତ ଷ୍ଟେଟ୍ ଫୁଡ୍ ଟେଷ୍ଟି ଲାବରେଟୋରିରେ ପାଣି ନମୁନା ପରୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି। ଫୁଡ୍ ସେପ୍ଟି କମିଶନରଙ୍କ ଚିଠି ପରେ ସୁବର୍ଣ୍ଣପୁର ସହର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ପଛ ପାର୍ଶ୍ଵରେ ଥିବା…
Read More...

ପବିତ୍ର ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର ପକ୍ଷରୁ ନୃତ୍ୟସେବା ପରିବେଷଣ

ଗଜପତି-: ମାହାରୀ ଓଡ଼ିଶାର ଏକ ପାରମ୍ପାରିକ ନୃତ୍ୟ। ମାହାରୀ ଓ ଓଡ଼ିଶୀ ନୃତ୍ୟହେଉଛି ଉତ୍କଳୀୟ ସଂସ୍କୃତିର ଏକ ପ୍ରମୁଖ ଅଙ୍ଗ। ପୂର୍ବେ ଦେବଦାସୀମାନଙ୍କଦ୍ୱାରା ପୁରୀ ଜଗନ୍ନାଥ ମନ୍ଦିରରେ ମାହାରୀ ନୃତ୍ୟ ପ୍ରଦର୍ଶନ କରାଯାଉଥିଲା। ଦେବଦାସୀ ମାନଙ୍କ ଦ୍ୱାରା ପୁରୀ ଜଗନ୍ନାଥ ମନ୍ଦିରରେ ମାହାରୀ…
Read More...

ରାଇରଙ୍ଗପୁର ପ୍ରଷିଦ୍ଧ ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ

ରାଇରଙ୍ଗପୁର ସତ୍ୟନାରାୟଣ ପାଲ ; ରାଇରଙ୍ଗପୁର ପ୍ରଷିଦ୍ଧ ରଥାଯାତ୍ରା  ଅବସରରେ ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟର ୧୯୯୮ ମସିହା ମେଟ୍ରିକ୍ ଵ୍ଯାଚର ଛାତ୍ରମାନଙ୍କ ଦ୍ବାରା ଶ୍ରଦ୍ଧାଳୁମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ ସେଵାକାମ କରାଯାଇଛି ।ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ରେ  ଦିତୀୟ ବୃହତ୍ତମ…
Read More...

ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଆଜି ହେଉଛି ପବିତ୍ର ଘୋଷଯାତ୍ରା । ଭକ୍ତ ଓ ଭଗବାନଙ୍କ ମିଳନ । ବଡଦାଣ୍ଡ ଉଚ୍ଛୁଳି ପଡୁଛି । କାଳିଆ ସାଆନ୍ତଙ୍କୁ ଦେଖି ଆଖିରେ ଲୁହ ଝରିପଡୁଛି । ତେବେ ରଥଯାତ୍ରା ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଦେଶ-ବିଦେଶ…
Read More...