ଛାଣିପୁର ଗ୍ରାମରେ ଭିଜିଲାନ୍ସ ଚଢାଉ
ସାଲେପୁର /ଜ୍ୟୋସ୍ନାରାଣୀ ସିଂ:କଟକ ଜିଲ୍ଲା ସାଲେପୁର ବ୍ଲକ ଛାଣିପୁର ଗ୍ରାମ ପଂଚାୟତରେ ପାଇଖାନା ନିର୍ମାଣ ରେ ଅନିୟମିତତା ଓ ହିତାଧିକାରୀ ଙ୍କ ଅଜାଣତରେ ପାଇଖାନା ଟଙ୍କା ହଡପ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହୋଇଥିଲା । ଅଭିଯୋଗ କୁ ଭିତ୍ତି କରି ଭିଜିଲାନ୍ସ ବିଭାଗର ଏକ ଟିମ୍ ଆଜି…
Read More...
Read More...