୨୭ରୁ ଫେରିବ ତାତି, ଅସହ୍ୟ ଗରମରେ ଆଉଟୁପାଉଟୁ ଓଡ଼ିଶା
ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭରୁ କଲବଲ କଲାଣି ତାତି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ,ଆସନ୍ତା ୨୭ ତାରିଖ ପରେ ରାଜ୍ୟରେ ବଢ଼ିବ ଖରାର ପ୍ରକୋପ।ତେବେ କେତେକ ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି ।…
Read More...
Read More...