ଓଡ଼ିଶା ଅତିରିକ୍ତ ବଜେଟ୍ ୨୦୨୬-୨୭: ୨୪,୧୫୦ କୋଟି ଟଙ୍କାର ବ୍ୟୟ ବରାଦ ଉପସ୍ଥାପିତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବିବରଣୀ (Supplementary Statement of Expenditure) ଉପସ୍ଥାପନ କରିଛନ୍ତି।
ଏହି ମୋଟ ଅତିରିକ୍ତ ବ୍ୟୟ ବରାଦ ମଧ୍ୟରୁ ୧୭,୯୯୦ କୋଟି…
Read More...
Read More...