Browsing Tag

odisha politics

ରାଜନୀତିରୁ ସନ୍ନ୍ୟାସ ନେଇଯିବି କହିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ

ପ୍ରତାପ ଷଡ଼ଙ୍ଗୀ:- ମୋ ନାଁରେ FIR କରନ୍ତୁ, CBI ତଦନ୍ତ କରାନ୍ତୁ। ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବି କହିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏଫଏମ୍ ପୀଡ଼ିତା ମୃତ୍ୟୁ ମାମଲାରେ ବାଲେଶ୍ବର ସାଂସଦ ଓ ବିଧାୟକଙ୍କ ପ୍ରତି ପିସିସି ସଭାପତି ଭକ୍ତ ଦାସ ଓ ବିଜେଡି ବିଧାୟକ…
Read More...

ରାଜ୍ୟରେ ଆଗୁଆ ନିର୍ବାଚନ ଓ ବିଜେପି -ବିଜେଡି ମେଣ୍ଟ ନେଇ ବିଜେପି ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ମେଣ୍ଟ ହେବାର ପ୍ରଶ୍ନ ନାହିଁ। କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ବରିଷ୍ଟ ନେତାମନେ ବି କହିଛନ୍ତି ମେଣ୍ଟ ହେବ ନାହିଁ। ବିଜେପି ବିରୋଧରେ ବିଜେଡି ଯିବ। ବିଜେଡି ବିରୋଧରେ ବିଜେପି ଯିବ। ଏଥିରେ କୋଣସି ଦ୍ୱନ୍ଦ୍ୱ ନାହି।ସେହିପରି କେନ୍ଦ୍ର ସରକାର ଯେପର୍ଯ୍ୟନ୍ତ ରାଜ୍ୟର ପ୍ରସ୍ତାବକୁ…
Read More...

ଝାରସୁଗୁଡା ଉପ ନିର୍ବାଚନ ମତଦାନ

ଝାରସୁଗୁଡା:ଭେଟ ଦେଉଛନ୍ତି ଝାରସୁଗୁଡ଼ା ବାସି । ବିଧାନସଭା ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ…
Read More...

ଝାରସୁଗୁଡ଼ାରେ ପ୍ରକାଶ ପାଇଲା ବିଜ୍ଞପ୍ତି,ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍

ଝାରସୁଗୁଡ଼ା:ଝାରସୁଗୁଡ଼ାରେ ପ୍ରକାଶ ପାଇଲା ବିଜ୍ଞପ୍ତି । ପୂର୍ବତମ ବିଧାୟକ ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡାରେ ପୁଣି ଊପନିର୍ବାଚନ କରାଯିବ । ପୂର୍ବରୁ ପ୍ରାର୍ଥୀଙ୍କ ନାମାଙ୍କ ଘେସଣା କରାଯାଇଥିଲା ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରୀପାଠି, କଂଗ୍ରେସରୁ ତରୁଣ ପାଣ୍ଡେ…
Read More...

ଧର୍ମେନ୍ଦ୍ରଙ୍କ କଟାକ୍ଷର ଜବାବ ଦେଲେ ପ୍ରଣବ

ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କ କଟାକ୍ଷର ଜବାବ ଦେଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ୍ କରି ପୁଣି ଭିଡିଓ ପଠାଇ କହିଲେ,ବିଜେପି ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ୟ୍ୟ ଜଣେ…
Read More...

ବିଧାନସଭାରେ ପାଳିତ ହେଲା ହରେକୃଷ୍ଣ ମହାତାବଙ୍କର ଶ୍ରାଦ୍ଧ ଦିବସ

ଓଡିଶା : ଓଡିଶା ବିଧାନସଭା ପରିସରରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଓଡିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହାତାବଙ୍କ ୩୬ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ଆଜି ପୂର୍ବାହ୍ନରେ ବିଧାନସଭା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଚସ୍ପତି…
Read More...