ଜାତୀୟ ବାଳିକା ହକି ସେମିରେ ଓଡ଼ିଶା
ରାଉରକେଲା : ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଚାଲିଥିବା ଉପକନିଷ୍ଠ ମହିଳା ଜାତୀୟ ବାଳିକା ହକି ପ୍ରତିଯୋଗିତାର ସେମିଫାଇନାଲ ସୂଚୀ ଗୁରୁବାର ଚୂଡ଼ାନ୍ତ ହୋଇଛି। ଗୁରୁବାର ୪ଟି ଯାକ କ୍ବାର୍ଟର ଫାଇନାଲରେ ନିଜ ନିଜର ବିଜୟ ସହ ଓଡ଼ିଶା, ହରିୟାଣା, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶ ସେମିଫାଇନାଲ…
Read More...
Read More...