ରାଜ୍ୟ ସରକାରଙ୍କ ଘୋଷଣା : ଆସନ୍ତା କାଲି ଚାଷୀଙ୍କ ଖାତାକୁ ଯିବ କାଳିଆ ଯୋଜନା ଟଙ୍କା
ଭୁବନେଶ୍ୱର : କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଏଥିରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା କାଳିଆ ଯୋଜନା ଟଙ୍କା ସିଧାସଳଖ ଚାଷୀଙ୍କ ଖାତାକୁ ଆସିବ ବୋଲି କୁହାଯାଇଛି । ଆସନ୍ତା କାଲି ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଉପକୃତ କରାଇବେ ରାଜ୍ୟ ସରକାର ।…
Read More...
Read More...