Browsing Tag

Odisha Government

ନିଜର ସୁରକ୍ଷା ପାଇଁ ୩ ଦଫା ଦାବି ନେଇ ସରକାରଙ୍କୁ ଗୁହାରି କରିଛନ୍ତି ବନଖଣ୍ଡ କର୍ମଚାରୀ

ରାଇରଙ୍ଗପୁର-: ନିକଟରେ ହିନ୍ଦୋଳ ବନରକ୍ଷୀ ପ୍ରହଲ୍ଲାଦ‌ ପ୍ରଧାନଙ୍କ ଶିକାରୀଙ୍କ ଦ୍ଵାରା ହତ୍ୟା ବନଖଣ୍ଡ କର୍ମଚାରୀଙ୍କ ସୁରକ୍ଷା ଚିନ୍ତା ବଢାଇ ଦେଇଛି । ତେଣୁ ନିଜର ସୁରକ୍ଷା ନେଇ ସେମାନେ ଏବେ ସରକାରଙ୍କୁ ୩ ଦଫା ଦାବି ନେଇ ଗୁହାରି କରିଛନ୍ତି ଏବଂ ଜୁନ ୧୫ ରୁ ଜୁନ ୨୧ ପର୍ଯ୍ୟନ୍ତ ସେମାନେ…
Read More...

ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି

ଭୁବନେଶ୍ୱର-: ରାଜ୍ୟ ସରକାର ବରିଷ୍ଠ ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ଶ୍ରୀମତୀ ଶ୍ୟାମଳୀ ମହାପାତ୍ର ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ ନିଯୁକ୍ତି ଦିଆଯାଇଛି । ଶ୍ରୀ ହରିଶ ଚନ୍ଦ୍ର ନାୟକଙ୍କୁ ଭୁବନେଶ୍ୱରର ଅତିରିକ୍ତ ମିଶନ ନିର୍ଦ୍ଦେଶକ ଭାବରେ ସ୍ଥାନାନ୍ତର କରାଯାଇଛି। ଶ୍ରୀମତୀ…
Read More...

ଏଣିକି ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ

ଭୁବନେଶ୍ୱର-: ରାଜ୍ୟ ସରକାରଙ୍କ ସମସ୍ତ କର୍ମଚାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ । ଏହା ସର୍ବୋଚ୍ଚ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ । ଏଥି ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ରାଜ୍ୟର ସମସ୍ତ ସରକାରି…
Read More...

ରାଜ୍ୟରେ ବଦଳିଲେ ୨୯ ଓଏଏସ ଅଧିକାରୀ

ଭୁବନେଶ୍ୱର-: ରାଜ୍ୟରେ ବଡଧରଣର ଅଦଳ ବଦଳି । ବଦଳିଲେ ୨୯ ଓଏଏସ  ଅଧିକାରୀ । ୨୯ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର । ସୁକାନ୍ତ କୁମାର ବେହେରା ହେଲେ କଟକ ରାଜସ୍ୱ ବିଭାଗୀୟ ସଚିବ । ଲିପ୍ସାଦାସଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ଦାୟିତ୍ୱ । ବୀରସେନ ପ୍ରଧାନ…
Read More...

୨୧ରୁ ୬୦ବର୍ଷର ମହିଳା ‘ସୁଭଦ୍ରା ଯୋଜନା’ ପାଇଁ କରିପାରିବେ ଆବେଦନ

ଭୁବନେଶ୍ୱର: ଆସିଲା 'ସୁଭଦ୍ରା ଯୋଜନା' ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଗାଇଡ୍‌ଲାଇନ୍ ଜାରି ହେଲା । ୨୧ବର୍ଷରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା 'ସୁଭଦ୍ରା ଯୋଜନା' ପାଇଁ ଆବେଦନ କରିପାରିବେ । ଆବେଦନକାରୀ ଓଡିଶା ବାସିନ୍ଦା ହୋଇଥିବା ଆବଶ୍ୟକ । ଆଧାର…
Read More...

ଷ୍ଟ୍ରେଚର ଦ୍ୱାରା ନଈ ପାର ହେଲେ ଗର୍ଭବତୀ ମହିଳା

କଲ୍ୟାଣସିଂହପୁର/ସନ୍ତୋଷ କୁମାର ଲମତା : ଷ୍ଟ୍ରେଚର ଦ୍ୱାରା ନଈ ପାର ହେଲେ ଗର୍ଭବତୀ ମହିଳା | ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ ତଳସଜା ଗ୍ରାମରେ | ଗର୍ଭବତୀ ମହିଳା କବିତା ମିନିଆକାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ…
Read More...

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ମାଣ୍ଡିଆ

ମଧ୍ୟାହ୍ନ ଭୋଜନରେ ଦିଆଯିବ ମାଣ୍ଡିଆ । ସ୍କୁଲରେ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ଏଭଳି କିଛି ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱର ମିଶନ ଶକ୍ତି…
Read More...

ରାଜ୍ୟ ବାହାରେ ଓଡ଼ିଆ ସହାୟତା କକ୍ଷ

ଭୁବନେଶ୍ୱର: ରୋଜଗାର କରିବା ପାଇଁ ଓଡ଼ିଆ ମାନେ ରାଜ୍ୟବାହାରେ ରହି କାମ କରୁଛନ୍ତି । ବାହାରେ ରହି କାମ କରୁଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ମାନେ ନିର୍ଯାତିତ ଶୀକାର ହେବା ସହ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବାର ଅଭିଯୋଗ ଆସୁଛି । ଏହି ସବୁ କାରଣରୁ ଆଗକୁ ଏହିପରି ଅଘଟଣ ନ ହେଉ ସେଥିପାଇଁ ରାଜ୍ୟ…
Read More...

ସମାନ କାମକୁ ସମାନ ଦରମା ; ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତରକୁ ନେଇ ବର୍ଷିଲା ବିରୋଧୀ ବିଜେପି

ଭୁବନେଶ୍ୱର : ସମାନ କାମକୁ ସମାନ ଦରମାକୁ ନେଇ ମୁଲତବୀ ପ୍ରସ୍ତାବ ଉପରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଉତ୍ତରକୁ ନେଇ ବର୍ଷିଲା ବିରୋଧୀ ବିଜେପି। ରାଜ୍ୟ ସରକାର କହୁଛନ୍ତି ଆମେ ଚୁକ୍ତି ଭିତ୍ତିକ ପ୍ରଥା ଉଠାଇ ଦେଇଛୁ , ତେବେ ଆଉଟ୍ ସୋର୍ଶୀଙ୍ଗୀ ଓ ପ୍ରୋଇଭେଟ ମାଧ୍ୟମରେ ଚାକିରି…
Read More...

ସରିଲା ପ୍ରାଥମିକ ଶିକ୍ଷକ ସଙ୍ଘ ଏବଂ ସରକାରଙ୍କ ବୈଠକ

ଭୁବନେଶ୍ୱର : ସରିଲା ପ୍ରାଥମିକ ଶିକ୍ଷକ ସଙ୍ଘ ଏବଂ ସରକାରଙ୍କ ବୈଠକ | ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ | ଏଥିରେ ଉନୟନ କମିଶନର, ଅର୍ଥ ବିଭାଗ ସଚିବ ଏବଂ ଗଣଶିକ୍ଷା ବିଭାଗ ସଚିବ ରହିବେ | ଏହି କମିଟି ଆସନ୍ତା 16 ତାରିଖରୁ 20 ତାରିଖ ମଧ୍ୟରେ ଶିକ୍ଷକଙ୍କ ଦାବି…
Read More...