ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ପବିତ୍ର ପଞ୍ଚୁକ । ଏହି ଅବସରରେ ଗାଁ ଠାରୁ ସହର ଚଳଚଞ୍ଚଳ । ଓଡିଆ କ୍ୟାଲେଣ୍ଡର ଅନୁଯାୟୀ, କାତ୍ତିକ ମାସକୁ ସବୁଠାରୁ ଶୁଭ ସମୟ ବୋଲି କୁହାଯାଏ । କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ କରି କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ମାସକୁ କୃଷ୍ଣ ମାସ ବା…
Read More...
Read More...