ପଞ୍ଚମ ବର୍ଷ ପାଇଁ ଅପରିବର୍ତ୍ତିତ ବିଜୁଳି ଦର, ଉପଭୋକ୍ତାଙ୍କୁ ଆଶ୍ୱସ୍ତି
ଓଡ଼ିଶାର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଚଳିତ ବର୍ଷ ମଧ୍ୟ ବିଜୁଳି ଦର ବଢ଼ିବ ନାହିଁ ବୋଲି Odisha Electricity Regulatory Commission (OERC) ନିଷ୍ପତ୍ତି ନେଇଛି। ମଙ୍ଗଳବାର ଆୟୋଗ ପକ୍ଷରୁ ଗଣମାଧ୍ୟମ ସମ୍ମିଳନୀରେ ଏହା ସମ୍ପର୍କରେ ସୂଚନା ଦିଆଯାଇଛି। ଏହା…
Read More...
Read More...