ଆଜି ଓଡିଶାରେ ପହଞ୍ଚିବ ଡବଲ ଡେକର ବସ୍
ଖୁବଶୀଘ୍ର ଗଡିବ ଡବଲ ଡେକର ବସ୍ । ମୁମ୍ବାଇରୁ ଆସୁଛି ଡବଲ ଡେକର ବସ୍ । ପୁରୀ କୋଣାର୍କ ଭୁବନେଶ୍ୱର ଏବଂ କଟକରେ ଏହି ବସ ଯାତାୟାତ କରିବ । ବସ ଚଳାଚଳ ପାଇଁ ମାର୍ଗ ସର୍ଭେ କରାଯାଉଛି ।
ସର୍ବସାଧାରଣ ଉନ୍ମୋଚନ ପୂର୍ବରୁ ପ୍ରଥମେ ବସର ପରୀକ୍ଷଣ ହେବ । ଆଜି ଡବଲ ଡେକର ବସ ଓଡିଶାରେ…
Read More...
Read More...