କରୋନାକୁ ନେଇ BMCର ମକଡ୍ରିଲ
ଭୁବନେଶ୍ୱର: କରେନାର ବଢୁଥିବାର ଦେଖି ଗତ କାଲିଠାରୁ ଦେଶରେ ଚାଲିଛି ଦୁଇ ଦିନିଆ ମକଡ୍ରିଲ । ସଂକ୍ରମଣ ରୋକିବା ଲାଗି ହେଉଛି ବ୍ଲୁ ପ୍ରିଣ୍ଟ । ଅକ୍ସିଜେନ, ଆଇସିୟୁ, ବେଡ, ମେଡିକାଲ ଷ୍ଟାଫ, ମେଡିସିନ ଆଦି ପ୍ରସ୍ତୁତ ରହିଛି କି ନାହିଁ ତାହାର ଯାଞ୍ଚ କରାଯାଇଛି ।
ସରକାରଙ୍କ ନିର୍ଦ୍ଦେଶ ପରେ…
Read More...
Read More...