Browsing Tag

Odisha congress

କଂଗ୍ରେସରେ ମିଶିଲେ ୪ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର:  କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ୪ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ରବିବାର ଦିନ କଂଗ୍ରେସରେ ଯୋଗଦେଇଛନ୍ତି। ସେମାନେ ହେଲେ ଏମଏସଏମଇ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାସ, ଇସ୍ପାତ ଓ ଖଣି ବିଭାଗର ପୂର୍ବତନ ସ୍ବତନ୍ତ୍ର ସଚିବ ବିଶ୍ୱନାଥ ଆଚାର୍ୟ୍ୟ,…
Read More...

୧୧ରେ ସବୁ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : କରୋନା ମହାମାରୀ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ କେନ୍ଦ୍ର ସରକାର କ୍ରମାଗତ ତୈଳଦର ବୃଦ୍ଧି କରୁଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ ଆସନ୍ତା ୧୧ ତାରିଖ ଦିନ ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ଦଳ ପକ୍ଷରୁ ୪ଘଣ୍ଟିଆ ବିକ୍ଷୋଭ ଓ ଧାରଣା ଦିଆଯିବ ବୋଲି…
Read More...