Browsing Tag

Odisha Bhaskar

କିମ୍ବଦନ୍ତୀ ଗିଟାର ବାଦକ ଦେବାଂଶୁ ରଥ (କାବୁଲି)ଙ୍କର ପରଲୋକ, ସଙ୍ଗୀତ ଜଗତରେ ଶୋକର ଛାୟା

Chennai: ଓଡ଼ିଆ ସଙ୍ଗୀତ ଜଗତରେ ଆଉ ଏକ ବଡ଼ ଶୂନ୍ୟତା ସୃଷ୍ଟି ହୋଇଛି। ପ୍ରସିଦ୍ଧ ଗିଟାରିଷ୍ଟ Debanshu Rath, ଯିଏ ‘କାବୁଲି’ ନାମରେ ପରିଚିତ ଥିଲେ, ତାଙ୍କର ପରଲୋକ ଘଟିଛି। ଚେନ୍ନାଇ ସ୍ଥିତ ନିଜ ଘରେ ଅନଲାଇନ୍‌ରେ ଗିଟାର ଶିକ୍ଷାଦାନ କରୁଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା…
Read More...