ସରପଞ୍ଚଂକୁ ଅଣଦେଖାକରି ଚାଲିଛି ମନରେଗା କାମ
(ବରଗଡ/ଚିତ୍ତରଞ୍ଜନ ସାହୁ): ଓଡିଶା ସରକାର ସରପଞ୍ଚମାନଂକୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଗଲା ବୋଲି ଘୋଷଣା ପରେ ସରପଞ୍ଚମାନଂକ ପାଦ ତଳକୁ ଲାଗି ନ ଥିଲା । କିନ୍ତୁ ବର୍ତ୍ତମାନ ସେହି ସରପଞ୍ଚଙ୍କୁ ବିଡିଓ ଧମକ ଦେଉଥିବା ଘଟଣା ଚର୍ଚ୍ଚାର ବିଷଞ ପାଲଟିଛି । ଏମିତି ଏକ ଘଟଣା ଘଟିଛି ବରଗଡ…
Read More...
Read More...