Browsing Tag

odish

କାଳ ହେଲା ରାସ୍ତା ପାର

ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଝାରମୁଣ୍ଡା ଗାଁର ସମ୍ବାରୁ ସାହୁ ଓ କ୍ଷୀରୋଦ ପୃଷେଠ ରାସ୍ତା ପାର୍ ହେଉଥିବା ବେଳେ ଉଭୟଙ୍କୁ ଏକ କାର୍ ଧକ୍କା ଦେଇଥିଲା ।କାର ଟି ରାଉର କେଲାରୁ ସୁନ୍ଦରଗଡ ଆସୁଥିଲା ।କାର୍ ଟି ବହୁତ ଜୋରରେ ଆସୁଥିବା ଫଳରେ ଧକ୍କା ହୋଇ ଯାଇଥିଲା ଓ ଘଟଣା ସ୍ଥଳରେ ୨ଜଣଙ୍କ…
Read More...

ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ବଗିଚାର ସମସ୍ତ ପରିଶ୍ରମ

(ଦେଓଗାଁ) : ବଗିଚା ରେ ନିଆଁ ଲାଗି ସମସ୍ତ ଫସଲ ନଷ୍ଟ । ଏଭଳି ଏକ ଭୟାଭୟ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି ଦେଓଗାଁ ବ୍ଲକ ଉପରଝର ଅନ୍ତର୍ଗତ ଉପରଝର ଗ୍ରାମର ଦୁଇ ଚାଷୀଙ୍କ ବଗିଚା ରେ । ମଧ୍ୟାହ୍ନ ପ୍ରାୟ ୧.୧୫ ସମୟରେ ସ୍ଥାନୀୟ ଲୋକଙ୍କଠାରୁ ବଗିଚା ରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ ୨…
Read More...

ଏବେ ବି ଅବହେଳିତ ବଣ୍ଡାଘାଟିର କିଛପଡା ଗ୍ରାମ

(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ଆଦିମ ଜନଜାତିଙ୍କ ଦୁଃଖ ଦୁର୍ଦ୍ଦଶାର ଅନେକ ବ୍ୟଥାର କଥା ଆମେ ଅନେକ ଥର ଦେଖିଛୁ। କିନ୍ତୁ ଆଜି ଆମେ ଏମିତି ଏକ ଗ୍ରାମର କଥା କହିବୁ ଯେଉଁଠି ବିକାଶର ନଗ୍ନ ଚିତ୍ର ବଖାଣୁଛି । ସେ ସବୁ କଥା ଛାଡ଼ନ୍ତୁ ନିଜର ଭବିଷ୍ୟତ ଅବା ଗଢିବେ କେମିତି ନା ଅଛି ସ୍କୁଲ…
Read More...

ଭିନ୍ନ ଭିନ୍ନ ସ୍ଥାନରୁ ୭୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ – କୋରାପୁଟ ଜିଲ୍ଲାରୁ ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଝୋଲାପୁଟରୁ ବିହାରକୁ ଗଞ୍ଜେଇ ଚାଲଣ ବେଳେ ପିକଅପ ଭ୍ୟାନରୁ ଏବଂ ପାଡୁଆ ଅଞ୍ଚଳରୁ ଗଞ୍ଜେଇ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୭୦ଲକ୍ଷ ଟଙ୍କ ହେବ ବୋଲି ସୂଚନା ମିଳିଛି ।ଲମଥାପୁଟ ବିଭାଗ…
Read More...

ବସ ଓଲଟି,୬ଶିଶୁଙ୍କ ସମେତ ୧୩ ଯାତ୍ରୀ ଗୁରତର 

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ଅପରାହ୍ନରେ କାଞ୍ଜିପାଣି ଘାଟିରେ ବସ୍ ଓଲଟି ୬ଜଣ ଶିଶୁଙ୍କ ସମେତ ୧୩ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଶ୍ରୀଜଗନ୍ନାଥ ନାମକ ଏକ ବସ୍ କେନ୍ଦୁଝର ରାଇସୁଆଁ ଥାନା ମନୋହରପୁର ଗାଁରୁ ତେଲକୋଇର କତରାପାଲି ଯାଉଥିବା ସମୟରେ ଚାଳକ ଭାରସାମ୍ୟ ହରାଇବା ହେତୁ ବସ୍ଟି…
Read More...

ବିଦେଶୀ ମଦ ଜବତ, ଜଣେ ଗିରଫ

(ହିଞ୍ଜିଳିକାଟୁ / ରଜନୀ କାନ୍ତ ପାତ୍ର): ରାଜ୍ୟ ମୁଖିଆଙ୍କ ଗଡ଼ ହିଂଜିଳିରେ ଅବକାରୀ ବିଭାଗ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଥିବା ବେଳେ ଅବକାରୀ ବିଭାଗର କାର୍ୟ୍ୟ ସ୍ଥାନୀୟ ପୋଲିସ ପ୍ରଶାସନ କରୁଛି । ରବିବାର କୁମାରପୂର୍ଣ୍ଣିମା ଅବସରରେ ସମସ୍ତ ଜନସାଧାରଣ ଖେଳରେ ମସଗୁଲ ଥିବା ବେଳେ ହିଂଜିଳି…
Read More...

ମା , ଝିଅ ମୃତ ବାପା ଗୁରୁତର

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ବାଲେଶ୍ୱର ରେ ଘଟିଛି ଦୁଃଖଦ ଘଟଣା । ଭ୍ୟାନ ଧକ୍କାରେ ମାଆ , ଝିଅ ମୃତ ବାପା ଗୁରୁତର । ବାଲେଶ୍ୱର ଏନଏଚ ୬୦ ରୁପସା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକରେ ଯାଉଥିବା ବେଳେ ଧକ୍କା ଦେଲା ଭ୍ୟାନ । ଘଟଣା ସ୍ଥଳରେ ମା ସହ ୧୪ ବର୍ଷିୟ ଝିଅ ର…
Read More...

ବିଧବା ମହିଳାଙ୍କୁ ମିଳୁନି ସରକାରୀ ଯୋଜନା

(ଜ୍ୟୋତି ରଂଜନ ଧର)କଣିହାଁ : ସରକାରୀ ସ୍ତରରେ ଅସହାୟ ବିଧବା ମହିଳାଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ସରକାରୀ ବାବୁ ଓ ଜନପ୍ରତିନିଧି ମାନଙ୍କର ଅପାରଗତା ଯୋଗୁଁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିପାରୁନାହିଁ । ଅନୁଗୋଳ ଜିଲ୍ଲାରେ ଜଣେ ବିଧବା ମହିଳା…
Read More...

ପୂରା ହେଲା ପାଇଲଟ ପ୍ରୋଜେକ୍ଟ – ପ୍ରଧାନମନ୍ତ୍ରୀ

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ପାକିସ୍ତାନ ଦ୍ଵାରା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ଅନୌପଚାରିକ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଜାତୀୟ ବିଜ୍ଞାନ ଦିବସ ଅବସରରେ ବିଜ୍ଞାନ ଭବନରେ ଆୟୋଜିତ…
Read More...

‘ସିଲସିଲା ବଦଲତେ ରିସ୍ତୋଁକା ’ରେ ନଜର ଆସିବେନି କୁନାଲ

( ରିପୋର୍ଟସଟୁଡେ): କର୍ଲସରେ ପ୍ରସାରିତ ବିବାଦୀୟ ଧାରାବାହିକ ‘ସିଲସିଲା ବଦଲତେ ରିସ୍ତୋଁକା ’ ଶିରିଏଲରେ ନଜର ଆସିବେନି କୁନାଲ । ସିରିଏଲର ମୁଖ୍ୟ ଭୂମିକାରେ ଅଭିନୟ କୁନାଲ ଶୋ’ ଛାଡିଦେଇଛନ୍ତି । କୁନାଲ ନିଜ ଟିଟ୍ୱର ଆକାଉଣ୍ଟରେ ଶୋ ଛାଡିଦେବା କଥା ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ…
Read More...