Browsing Tag

Odia Pakhya

ବସ୍ତା ବ୍ଲକ ପରିସରରେ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ପାଳିତ

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ “ଓଡ଼ିଆ ପକ୍ଷ"  ଅବସରରେ  "ଆମ ରୁଚି ଆମ ଖାଦ୍ୟ" କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।  କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଧାରଞ୍ଜନ ଦାସ ପୌରହିତ୍ୟ କରୁଥିବା ବେଳେ, ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି  ପ୍ରଦୀପ…
Read More...