ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ
ଗୋପ: ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । ବିଳମ୍ବିତ ରାତିରେ ଭଉଣୀ ଘରୁ ଫେରୁଥିବା ବେଳେ ଦୃଘଟଣା ଘଟିଛି । ପୁରୀ ଜିଲ୍ଲା ଗୋପ ଥାନା ଅଧିନ ଖଡିସ ଠାରେ ଅଜଣା ଗାଡି ଧକ୍କା ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଉଛନ୍ତି ଖୋରଡ଼ ଗ୍ରାମର ନିରଞ୍ଜନ ନାୟକ। ସେ…
Read More...
Read More...