ଅଭିନେତା ତଥା ନିର୍ଦେଶକ ନାରାୟଣ ପତିଙ୍କ ମସ୍ତିଷ୍କାଘାତ କାରଣରୁ ପରଲୋକ ଘଟିଛି
ଭୁବନେଶ୍ବର : ଅଭିନେତା ତଥା ନିର୍ଦେଶକ ନାରାୟଣ ପତିଙ୍କ ମସ୍ତିଷ୍କାଘାତ କାରଣରୁ ପରଲୋକ ଘଟିଛି । ଦିଲ୍ଲୀ ଜାତୀୟ ନାଟ୍ୟ ବିଦ୍ୟାଳୟରୁ ପାସ କରି ଓଡ଼ିଆ ସିନେମା ବାଟ ଅବାଟ, ସମୀର ସଲିମ ସାଇମନ ଏବଂ ଲକ୍ଷେ ଶିବ ପୂଜି ପାଇଛି ପୁଅରେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟିଥିଲେ । ଏହା ସହିତ…
Read More...
Read More...