Browsing Tag

odia

ବଳିଦାନ ଦେଲେ ଇଶ୍ୱର

ପୁଣି ମାଓବାଦୀଙ୍କ ସହ ଗୁଳି ବିନିମୟରେ ଯାଇଛି ଓଡିଆ ପୁଅଙ୍କ ଜୀବନ ।ଆସାମ ରାଜ୍ୟର ତ୍ରିପୁରାରେ କାର୍ଯ୍ୟରତ ଥିବା ଓଡିଆ ବିଏସ୍ଏଫ୍ ଯବାନ ଈଶ୍ୱର ଚନ୍ଦ୍ର ବେହେରାଙ୍କର ମୃତ୍ୟୁ ଘଟିଛି ।ତାଙ୍କ ଘର କଳାହାଣ୍ଡି କେସିଙ୍ଗା ଥାନା ବେଲଖଣ୍ଡିରେ ବୋଲି ଜଣାପଡିଛିି ।
Read More...

ଓଡ଼ିଆରେ ନାମଫଳକ ଲେଖା ହୋଇନଥିବାରୁ ୮ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଓଡ଼ିଆରେ ନାମଫଳକ ଲେଖା ନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱରର ୮ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ୟ୍ୟାନୁଷ୍ଠାନ । ସମସ୍ତ ବ୍ୟବସାୟିକ ସଂସ୍ଥାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ରାଜ୍ୟର ସବୁ ସହରରେ ଚାଲିଛି ଓଡ଼ିଆ ନାମ ଫଳକ ତଦାରଖ ଓ ଚଢାଉ । ସବୁ ବ୍ୟବସାୟିକ…
Read More...

ଜର୍ମାନୀରେ ପଦକ ଜିତିଲେ ଚାଷୀ ଘର ଝିଅ କଳ୍ପନା

ଭୁବନେଶ୍ୱର: ଜର୍ମାନିର ବର୍ଲିନରେ ଚାଲିଥିବା ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ାରେ ଓଡ଼ିଆ ଝିଅ କଳ୍ପନା ଜେନା ରୌପ୍ୟ ପଦକ ଜିତି ରାଜ୍ୟର ଗୌରବ ବଢ଼ାଇଛନ୍ତି। ୨ କିଲୋମିଟର ଟିମ୍ ଟ୍ରାଏଲ୍ ସାଇକ୍ଲିଂରେ କଳ୍ପନା ୫:୪୨.୪୨ ସମୟ ସହିତ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ତାଙ୍କ ଭାରତୀୟ ସାଥି…
Read More...

ବାହାର ରାଜ୍ୟରୁ୧ ଲକ୍ଷ ୧୫ ହଜାର ୩୯୦ ଜଣ ଫେରିଛନ୍ତି: ବାଗଚୀ

(ରିପୋଟର୍ସ ଟୁଡ/ଭୁବନେଶ୍ୱର): ବାହାର ରାଜ୍ୟରୁ ୧ ଲକ୍ଷ ୧୫ ହଜାର ୩୯୦ ଜଣ ପ୍ରବାସୀ ଓଡିଆ ରାଜ୍ୟକୁ ଫେରିଛନ୍ତି । ଏ ନେଇ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ତେବେ କୋରୋନା ଭୂତାଣୁରେ ବିଶ୍ୱରେ ଏ ପର୍ଯ୍ୟନ୍ତ ୩ ଲକ୍ଷରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ଘଟିଲାଣି । ରାଜ୍ୟରେ ୩୫ଟି କୋଭିଡ଼ ହସ୍ପିଟାଲରେ…
Read More...

ବାହାର ରାଜ୍ୟରେ ଜୀବନ ହାରିଲେ ଓଡିଆ ଯୁବକ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ ପାଇଁ ହେଲା କାଳ । ଲକଡାଉନ ସମୟରେ ଘରକୁ ନ ଫେରି ପାରିବାରୁ ଜଣେ ଓଡିଆ ଯୁବକ ହରିୟାଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ହେଲେ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ବାଜପୁର ଗାଁର । ତାଙ୍କ ନାଁ ଗଙ୍ଗାଧର ବିଶ୍ୱାଳ…
Read More...

ଦୁଇ ଦିନରେ ୪ଲକ୍ଷ ୮୬ ହଜାର ପଞ୍ଜିକରଣ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଗତ ଦୁଇ ଦିନରେ ପଞ୍ଜିକରଣ କରିଛନ୍ତି ୪ଲକ୍ଷ ୮୬ହଜାର ଓଡିଆ । କୋରୋନା ସଂକ୍ରମଣ କାରଣରୁ ସାରା ଦେଶରେ ଲକଡାଉନ ରହିଛି । ରାଜ୍ୟ ବାହାରେ ପ୍ରବାସୀ ଓଡିଆ ଫସି ରହିଥିବା ବେଳେ ସେମାନଙ୍କୁ ଓଡିଶା ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଆଜି…
Read More...

ମୁ ହିରୋ ମୁ ଓଡ଼ିଆ କାର୍ଯ୍ୟକ୍ରମ ଆୟୋଜିତ

(ସେଖ ଫଇଜାନ କାଦରୀ): ରାଜ୍ୟର ଗ୍ରାମଠୁ ସହର ଯାଏ ସବୁ ବର୍ଗର ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁ ହିରୋ ମୁ ଓଡିଶା କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି । ଆଜି ଭଦ୍ରକ ବ୍ଲକ ବାଣିତିଆ ପଂଚାୟତ ରେ ଭଦ୍ରକ ପଂଚାୟତ ସମିତି ଏବଂ ବାଣିତିଆ ଯୁବ ବାହିନୀର ମିଳିତ…
Read More...