Browsing Tag

ODI Series

ନ୍ୟୁଜଲ୍ୟାଣ୍ଡର ବଡ଼ ବିଜୟ, ୪୧ ରନରେ ହାରିଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତକୁ ୪୧ ରନରେ ପରାସ୍ତ କରିଛି ନ୍ୟୁଜଲ୍ୟାଣ୍ଡ । ଶେଷ ପର୍ଯ୍ୟନ୍ତ ଅନେକ ଚେଷ୍ଟା ପରେ ବି ଜିତିପାରିନଥିଲା ଭାରତୀୟ ଦଳ । ୭ଥର ଦିନିକିଆରେ ଜିତିଥିବା ଭାରତ ପ୍ରଥମ ଥର ପରାସ୍ତ ହୋଇଛି…
Read More...

ଆଜି ସିରିଜର ତୃତୀୟ ତଥା ଶେଷ ଦିନିକିଆ, ଗିଲ୍ ବାହିନୀ ଉପରେ ସଭିଙ୍କ ନଜର

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ସିରିଜର ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବ । ସିରିଜରେ ଉଭୟ ଦଳ ୧-୧ସ୍ଥିତିରେ ରହିଛନ୍ତି । ତେଣୁ ଆଜି ଖେଳାଯିବାକୁ ଥିବା ମୁକାବିଲା ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ମ୍ୟାଚ୍ ଯିଏ ଜିତିବ ସେ ସିରିଜକୁ କବଜା କରିବ । ତେବେ ଇନ୍ଦୋରରେ…
Read More...

ଦ୍ୱିତୀୟ ଦିନିକିଆରେ ବଦଳିପାରେ ଭାରତର ଚୂଡାନ୍ତ ଏକାଦଶ, ଅର୍ଶଦୀପ ସିଂହ ହେବେ ବିଦା, ଏହି ନୂଆ ଚେହେରାକୁ ମିଳିବ ମୌକା!

ନୂଆଦିଲ୍ଲୀ: ବୁଧବାର ରାଜକୋଟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଏକ ସ୍ୱତନ୍ତ୍ର ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ସିରିଜରେ ୧-୦ରେ ଆଗୁଆ ହୋଇସାରିଛି। ଯଦି ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଜିତିଯାଏ, ତେବେ…
Read More...

ନ୍ୟୁଜିଲାଣ୍ଡ ସିରିଜରୁ ବାଦ ପଡ଼ିଛନ୍ତି ୱାଶିଂଟନ ସୁନ୍ଦର

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ଆଘାତ ଯୋଗୁଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଏକଦିବସୀୟ ସିରିଜରୁ ବାଦ ପଡ଼ିଛନ୍ତି । ଭଦୋଦରାର ବିସିଏ ଷ୍ଟାଡିୟମରେ ପ୍ରଥମ ଏକଦିବସୀୟ ମ୍ୟାଚ୍ ଖେଳିବା ସମୟରେ ସୁନ୍ଦର ତାଙ୍କ ବାମ ପାର୍ଶ୍ୱ ତଳ ପାଞ୍ଜରା ଅଞ୍ଚଳରେ ତୀବ୍ର ଅସ୍ଥିରତା…
Read More...

ଭଦୋଦରା ଦିନିକିଆକୁ ୪ ୱିକେଟରେ ଜିତିଲା ଭାରତ, ସିରିଜରେ ଭାରତ ୧-୦ରେ ଆଗୁଆ

ନୂଆଦିଲ୍ଲୀ: ଭଦୋଦରା ଦିନିକିଆକୁ ୪ ୱିକେଟରେ ଜିତିଲା ଭାରତ । ୬ ବଲ୍ ବାକି ଥାଇ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ । ୩୦୧ ଟାର୍ଗେଟକୁ ୪୯ ଓଭରରେ ୬ ୱିକେଟ ହରାଇ ହାସଲ କଲା । କୋହଲିଙ୍କ ସର୍ବାଧିକ ୯୩ ରନ୍ ଓ ଶୁବମନ ଗିଲ୍‌ଙ୍କ ୫୬ ରନ୍ । ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ । …
Read More...

ଭାରତ ଆଗରେ ୩୦୧ ରନ୍‌ର ଟାର୍ଗେଟ୍, କ୍ରିଜରେ ରୋହିତ ଓ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୧।୧: ଭଦୋଦରାର କୋଟାମ୍ବି ଷ୍ଟାଡିୟମଠାରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଆଗରେ ୩୦୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ନ୍ୟୁଜିଲାଣ୍ଡ ନିର୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ…
Read More...

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ODI ସିରିଜ୍‌ରୁ ଆଉଟ୍ ଋଷଭ ପନ୍ତ

ୱିକେଟକିପର-ବ୍ୟାଟର ରିଷଭ ପନ୍ତଙ୍କ ଆଘାତ ଯୋଗୁଁ ସେ ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି। ଖେଳର ପୂର୍ବ ସନ୍ଧ୍ୟାରେ ୨୮ ବର୍ଷୀୟ ଖେଳାଳିଙ୍କୁ ଏକ ନୂଆ ଝଟକା ଲାଗିଥିଲା ​​କାରଣ ଥ୍ରୋଡାଉନ୍ ବିଶେଷଜ୍ଞଙ୍କ ବିପକ୍ଷରେ ବ୍ୟାଟିଂ କରୁଥିବା ସମୟରେ…
Read More...

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌, ବିଜୟବ ଲକ୍ଷରେ ଉଭୟ ଦଳ

ଭୁବନେଶ୍ଵର: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ । ବଡ଼ୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଗିଲ୍‌ଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ରୋହିତ ଶର୍ମା, ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ରହିବ…
Read More...

କେଏଲ ରାହୁଲଙ୍କୁ ODI ସିରିଜ୍ ଅଧିନାୟକ, ଟିମ୍ କୁ ଫେରିଲେ ଅନେକ କିମ୍ୱଦନ୍ତୀ ଖେଳାଳି

ODI Series: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ପରେ, ODI କ୍ରିକେଟ୍ ଖେଳାଯିବ। ଏହି ସିରିଜ୍ ପାଇଁ ଏବେ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଗୌହାଟୀରେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଚୟନ କମିଟି ବୈଠକ କରି କେଏଲ ରାହୁଲଙ୍କୁ ODI ସିରିଜ୍ ପାଇଁ ଅଧିନାୟକ ନିଯୁକ୍ତ…
Read More...