Browsing Tag

OCS

ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଓଡ଼ିଶା ସିଭିଲ ସର୍ଭିସ୍ (OCS) ପରୀକ୍ଷା-୨୦୨୪ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରି ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।…
Read More...

୨୦୧୧ ଓଡିଶା ସିଭିଲ ସର୍ଭିସର ପରୀକ୍ଷାର ଫଳ ପ୍ରକାଶ ଉପରେ ହାଇକେର୍ଟର ଆନ୍ତରୀଣ ଅଙ୍କୁଶ

ଭୁବନେଶ୍ୱେର: ୨୦୧୧ ଓଡିଶା ସିଭିଲ ସର୍ଭିସର ପରୀକ୍ଷାର ଫଳ ପ୍ରକାଶ ଉପରେ ହାଇକେର୍ଟର ଆନ୍ତରୀଣ ଅଙ୍କୁଶ । ଚୟନ ପ୍ରକ୍ରିୟା ଜରି ରହିଲେ ବି କେର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ ନିର୍ଦେଶ ଦେଇଛନ୍ତି ହାଇକେର୍ଟରେ ବିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ…
Read More...

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସଭିର୍ସ ପ୍ରିଲିମ ପରୀକ୍ଷା-୨୦୨୨ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସଭିର୍ସ ପ୍ରିଲିମ ପରୀକ୍ଷା-୨୦୨୨ ପାଇଁ ବିଜ୍ଞପ୍ତି । ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଜ୍ଞପ୍ତି ଅନୁଯାୟୀ ଜାନୁଆରୀ ୧୭ରୁ ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ କରିପାରିବେ ଆବେଦନ । ଏଥିସହ ଫେବ୍ରୁଆରୀ ୧୬…
Read More...

ଓସିଏସ ପରୀକ୍ଷା ଫଳ: ତେଜସ୍ୱିନୀ ବେହେରା ଟପ୍ପର ଟପ୍-୧୦ରେ ୭ ମହିଳା 

ଭୁବନେଶ୍ୱର : ୨୦୨୦ ମସିହା ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜି ମାରିଛନ୍ତି ତେଜସ୍ୱିନୀ ବେହେରା । ସେହିଭଳି ପ୍ରଥମ ତିନି ସ୍ଥାନରେ ମହିଳା ରହିଛନ୍ତି । କେବଳ ଏତିକି ନୁହେଁ ଟପ-୧୦ରେ ୭ ମହିଳା ସ୍ଥାନ ପାଇଛନ୍ତି । କୃତକାର୍ଯ୍ୟ ହୋଇଥିବା ୩୯୨ ଜଣଙ୍କ ମଧ୍ୟରେ ୧୪୮ ମହିଳା ରହିଛନ୍ତି…
Read More...

ପ୍ରକାଶ ପାଇଲା ଓସିଏସ ମେନ ଲିଖିତ ପରୀକ୍ଷା ଫଳ

କଟକ: ଓଡି଼ଶା ସିର୍ଭିଲ ସର୍ଭିସ ପରୀକ୍ଷା ଫଳ (ଓସିଏସ)ର ମେନ ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୌଖିକ ପରୀକ୍ଷା ଲାଗି ୭୮୫ ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୮୭ ଜଣ ମହିଳା ପରୀକ୍ଷାର୍ଥୀ ରହିଛନ୍ତି। ସେପ୍ଟେମ୍ବର ୧୯ ତାରିଖରେ ଯୋଗ୍ୟ ବିବେଚିତ…
Read More...

ଅକ୍ଟୋବର ୧୬ରେ ଓସିଏସ ପ୍ରିଲିମନାରୀ ପରୀକ୍ଷା

ଭୁବନେଶ୍ୱର: ଅକ୍ଟୋବର ୧୬ ତାରିଖରେ ଓସିଏସ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧୬ ତାରିଖ ରବିବାର ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ପରୀକ୍ଷା ସମ୍ପର୍କିତ ସବିଶେଷ ବିବରଣୀ…
Read More...