Browsing Tag

Nuapada

ରେଲୱେ ଟ୍ରାକରେ ପଡିଛି ମୃତଦେହ

ନୂଆପଡା: ରେଳ ଧାରଣାରୁ ମିଳିଛି ଏକ ଅଜଣା ଯୁବକଙ୍କ ମୃତଦେହ । ଟ୍ରେନ ତଳେ ଚାପି ହୋଇ ଶରୀର ଦୁଇ ଖଣ୍ଡ ହୋଇଯାଇଥିବା ଜଣାଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ରେଲୱେ ପୋଲିସ । ଆଜି ସକାଳୁ ନୁଆପଡା ମୁରଳିବାହାଳି ଗାଁ ରେଲୱେ ଲେବଲ କ୍ରସିଂ ନିକଟରେ ଏଭଳି ଏକ ଘଟରା…
Read More...

ଜିଲ୍ଲାପାଳଙ୍କ ବାସଭବନରେ ଭାଲୁ

(ନୂଆପଡା) : ନୂଆପଡ଼ା ସହରରେ ଭାଲୁ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସକାଳେ ନୂଆପଡ଼ା ଜିଲ୍ଲାପାଳଙ୍କ ସରକାରୀ ବାସଭବନକୁ ଏକ ଭାଲୁ ପଶି ଯାଇଥିଲା । ଜିଲ୍ଲାପାଳଙ୍କ ବାସଭବନ ପରିସରରେ ଥିବା ଗଛରୁ ରାତିରେ ଆମ୍ବ ଖାଇବାକୁ ଆସି ଫସି ରହିଥିଲା । ଭାଲୁକୁ ଦିନତମାମ ବନ ବିଭାଗ…
Read More...

ମର୍ମନ୍ତୁଦ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ : ନୂଆପଡା

ନୂଆପଡା(ରିପୋର୍ଟର୍ସ ଟୁଡେ) :  ନୂଆପଡା ଜିଲ୍ଲା କୋମନା ଥାନା ଜଡାମୁଣ୍ଡା ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା ରେ ୨ ବାଇକ ଆରୋହୀ ମୃତ । ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା କୋମନା ଥାନା ଜଡାମୁଣ୍ଡା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।…
Read More...

ପୁଣି ୨ମୁଣ୍ଡ ନେଲା କରୋନା

(ନୂଆପଡା) :  ପୁଣି ୨ ଜଣ କରୋନାରେ ମୃତ୍ୟୁ ହୋଇଛି । ନୂଆପଡା ଜିଲ୍ଲା ଖଡ଼ିଆଳ ସହରର ଜଣେ ବ୍ୟବସାୟୀ ପଜିଟିଭ୍‌ ଚିହ୍ନଟ ହେବା ପରେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତକାଲି ମୃତ୍ୟୁ ହୋଇଛି  । ଅପରପକ୍ଷରେ ସିନାପାଲି ବ୍ଲକ ଗୋଡାଲ…
Read More...

କୋର୍ଟ ପରିସରରୁ ମାଓବାଦୀ ଚମ୍ପଟ

(ମମତା ସାମଲ): କୋର୍ଟ ପରିସରରୁ ମାଓବାଦୀ ଚମ୍ପଟ । ନୂଆପଡା ଏସଡିଜିଏମ କୋର୍ଟ ପରିସରରୁ ସୁରକ୍ଷାକର୍ମୀଙ୍କୁ ଧକ୍କା ଦେଇ ଦୁର୍ଦ୍ଦାନ୍ତ ମାଓବାଦୀ ମନୋଜ ମାଡକାମୀ ଚମ୍ପଟ ମାରିବା ଘଟଣାରେ ୭ ଜଣ ପୋଲିସ କର୍ମଚାରୀ ସସପେଣ୍ଡ ହୋଇଛନ୍ତି । ନିଲମ୍ବିତ ପୁଲିସ୍‌ କର୍ମଚାରୀମାନେ ହେଲେ ପଙ୍କଜ ତାଣ୍ଡି,…
Read More...