ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ବଢିଲା ୨୦୦୦ ଟଙ୍କିଆ ନୋଟ ବଦଳ ଅବଧି
ନୂଆଦିଲ୍ଲୀ: ବଢିଲା ଦୁଇ ହଜାର ଟଙ୍କିଆ ନୋଟ ବଦଳ ଅବଧି । ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ବଢିଲା ଏହି ଅବଧି । ଅକ୍ଟୋବର ୭ ପର୍ଯ୍ୟନ୍ତ ବ୍ୟାଙ୍କରେ ବଦଳା ଯାଇପାରିବ । ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଆଜି ସୁରୁଥିଲା । ଅବଧି ବୃଦ୍ଧି ନେଇ ଆରବିଆଇ ପକ୍ଷରୁ ସୂଚନା ରହିଛି । ଅର୍ଥାତ ୨ହଜାର…
Read More...
Read More...